ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମୁଦ୍ରରେ ମାଛ ମାରିବାକୁ ଯାଇ କସାଫଳ ଗ୍ରାମର ଜଣେ ମତ୍ସ୍ୟଜୀବୀ ନିଖୋଜ, ଥାନାରେ ଅଭିଯୋଗ 

ସମୁଦ୍ରରେ ମାଛ ମାରିବାକୁ ଯାଇ କସାଫଳ ଗ୍ରାମର ଜଣେ ମତ୍ସ୍ୟଜୀବୀ ନିଖୋଜ, ଥାନାରେ ଅଭିଯୋଗ 

ବସ୍ତା,14/04 : ସମୁଦ୍ରରେ ମାଛମାରିବାକୁ ନେଇ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି l ନିଖୋଜ ମତ୍ସ୍ୟଜୀବୀ ହେଉଛନ୍ତି ସିଂଲା ଥାନା କସାଫଳ ଗ୍ରାମର ବାବୁଲି ବେହେରା l ଏନେଇ ତାଙ୍କର ପତ୍ନୀ ରୁନି ବେହେରା ରବିବାର ଅପରାହ୍ନ ସମୟରେ ଥାନାରେ ଅଭିଯୋଗ କରିଛନ୍ତି l ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ମାସ 4 ତାରିଖରେ ଡ଼ଙ୍ଗା ମାଲିକ ମରିଚି ଗ୍ରାମର କ୍ରିଷ୍ଣl ମଣ୍ଡଳ ଡାକିବାରୁ ବାବୁଲି ବାହାଦଲପୁର ସମୁଦ୍ର ମୁହାଣ କୁ ଯାଇଥିଲେ l ଫଳରେ ଆଜି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ l ଏନେଇ ତାଙ୍କର ପତ୍ନୀ ରବିବାର ଅପରାହ୍ନ ସମୟରେ ଥାନାରେ ଅଭିଯୋଗ କରିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ମନରେଗା ଯୋଜନା କାମ ନେଇ ସମିତି ବୈଠକରେ ଆଲୋଚନା, ସରକାରୀ କାମରେ ବ୍ୟାଘାତକୁ ତୀବ୍ର ନିନ୍ଦା କଲେ ନିର୍ବାଚିତ ଜନ ପ୍ରତିନିଧି

Sunil Chandra Nayak

କୌଶିକ ବାବା +3 ମହାବିଦ୍ୟାଳୟରେ “ବନମହୋତ୍ସବ” ପାଳିତ

masiha

ପ୍ରକାଶ ପାଇଲା ଜ୍ଞାନପୀଠ ପୁରସ୍କୃତ ବ୍ଯକ୍ତି ଓ ସମୟ ଭିତ୍ତିକ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ସନ୍ଧ୍ୟାରାଣୀ

masiha

Leave a Comment

error: Content is protected !!