ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଗବତ ଓ ସଙ୍କୀର୍ତ୍ତନ ସଂଘର ଭେଟଘାଟ 

ଭାଗବତ ଓ ସଙ୍କୀର୍ତ୍ତନ ସଂଘର ଭେଟଘାଟ 

ଭବାନୀପାଟଣା,୨୯/୫: ସଦର ବ୍ଲକ ବୋର୍ଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକର ସମସ୍ତ ଭାଗବତ ଓ ସଂକୀର୍ତ୍ତନ ମହାମେଳି ଭେଟଘାଟ ହୋଇଥିଲା। ଏହି ସଭାରେ ବଲାଙ୍ଗୀର ସଂକୀର୍ତ୍ତନ କଳା ସଂସ୍କୃତି ସଂଘ ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ଟିଟିଲାଗଡ଼ ବ୍ଳକ ସଭାପତି ପ୍ରଭଞ୍ଜନ ମାଝୀ, କେସିଙ୍ଗା ବ୍ଳକ ସଭାପତି ଜଗଦିଶ ରଣା, ଗୋଲାମୁଣ୍ଡା ବ୍ଳକ ସଭାପତି ବୁଲୁ ଧଙ୍ଗଡାମାଝୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସଭା ପରିଚାଳନା କରିଥିଲେ କଳାହାଣ୍ଡି ଜିଲ୍ଲା ସଂଗଠକ ରୁଦ୍ର ପ୍ରସାଦ ସାହୁ। ମେଦିନୀପୁର ପଞ୍ଚାୟତ ସଭାପତି ଦିବାକର ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ୧୧ତମ ଅଭିଯୋଗ ଶୁଣାଣି  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଉପରେ ଲୋକଙ୍କ ଆସ୍ଥା ବଢିଛି

masiha

ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟ ରେ ଆଦର୍ଶ ବିବାହ

masiha

ଗିଗିନା ସରକାରୀ ୟୁପି ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!