ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁ ଧକ୍କା ଦେଇ ବାଇକ ଚାଳକ ଅଳ୍ପକେ ବର୍ତ୍ତିଲେ, ଘଟଣା ସ୍ଥଳରେ ଗୋରୁ ମୃତ

ଗୋରୁ ଧକ୍କା ଦେଇ ବାଇକ ଚାଳକ ଅଳ୍ପକେ ବର୍ତ୍ତିଲେ, ଘଟଣା ସ୍ଥଳରେ ଗୋରୁ ମୃତ

ବସ୍ତା,14/04 :ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥ ର ରବିବାର ଅପରାହ୍ନ ସମୟରେ ବସ୍ତା ବାଇପାସ ନିକଟରେ ଗୋରୁ ଧକ୍କା ଦେଇ ବାଇକ ଚାଳକ ଅଳ୍ପକେ ବର୍ତ୍ତିଲେ, ଘଟଣା ସ୍ଥଳରେ ଗୋରୁ ମୃତ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ବାଇକ ଚାଳକ ବସ୍ତା ଅଭିମୁଖେ ଯାଉଥିବା ବେଳେ ହଠାତ ଏକ ଗୋରୁ ସାମ୍ନାକୁ ଆସିଯାଇଥିଲା ଫଳରେ ଉକ୍ତ ବାଇକ ଚାଳକ ଭାରସାମ୍ୟ ହରାଇ ଗୋରୁ ଧକ୍କା ଦେଇ ବାଇକ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଗୋରୁ ଟିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି l ତେବେ ଉକ୍ତ ବାଇକ ଘଟଣା ଚମ୍ପଟ ମାରିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ 

Sunil Chandra Nayak

ବରିଷ୍ଠ କିରାଣି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ସହ ବନ୍ଧୁମିଳନ

masiha

Leave a Comment

error: Content is protected !!