ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁ ଧକ୍କା ଦେଇ ବାଇକ ଚାଳକ ଅଳ୍ପକେ ବର୍ତ୍ତିଲେ, ଘଟଣା ସ୍ଥଳରେ ଗୋରୁ ମୃତ

ଗୋରୁ ଧକ୍କା ଦେଇ ବାଇକ ଚାଳକ ଅଳ୍ପକେ ବର୍ତ୍ତିଲେ, ଘଟଣା ସ୍ଥଳରେ ଗୋରୁ ମୃତ

ବସ୍ତା,14/04 :ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥ ର ରବିବାର ଅପରାହ୍ନ ସମୟରେ ବସ୍ତା ବାଇପାସ ନିକଟରେ ଗୋରୁ ଧକ୍କା ଦେଇ ବାଇକ ଚାଳକ ଅଳ୍ପକେ ବର୍ତ୍ତିଲେ, ଘଟଣା ସ୍ଥଳରେ ଗୋରୁ ମୃତ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ବାଇକ ଚାଳକ ବସ୍ତା ଅଭିମୁଖେ ଯାଉଥିବା ବେଳେ ହଠାତ ଏକ ଗୋରୁ ସାମ୍ନାକୁ ଆସିଯାଇଥିଲା ଫଳରେ ଉକ୍ତ ବାଇକ ଚାଳକ ଭାରସାମ୍ୟ ହରାଇ ଗୋରୁ ଧକ୍କା ଦେଇ ବାଇକ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଗୋରୁ ଟିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି l ତେବେ ଉକ୍ତ ବାଇକ ଘଟଣା ଚମ୍ପଟ ମାରିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜାଡ଼ରେ ଥରୁଛି ସମଗ୍ର କନ୍ଧମାଳ। ଫୁଲବାଣୀ ସହର ନିକଟ ରୁଜାଙ୍ଗି ଲେଙ୍ଗେରୀ ସାହିରେ ପାଳଗଦା ରେ ତୁଷାର ପାତ

Sunil Chandra Nayak

ସିଡିପିଓ କାର୍ଯ୍ୟାଳୟ ଆଗରେ ମିଶନଶକ୍ତି ମହିଳା ମାନଙ୍କ ଧାରଣା

ଲାଞ୍ଜିଗଡ଼ ବ୍ଲକରେ ଯୋଗଦେଲେ ୨ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ

Sunil Chandra Nayak

Leave a Comment

error: Content is protected !!