ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟ ଜିଲ୍ଲl ପ୍ରଶାସନ ତରଫରୁ ଏକ ଅଭିନବ ପ୍ରୟାସ ଭୋଟ ଦେବାପାଇଁ କାନ୍ଥଲିଖନ

କୋରାପୁଟ ଜିଲ୍ଲl ପ୍ରଶାସନ ତରଫରୁ ଏକ ଅଭିନବ ପ୍ରୟାସ ଭୋଟ ଦେବାପାଇଁ କାନ୍ଥଲିଖନ

କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜନତାଙ୍କୁ ଭୋଟ ଦେବାକୁ ପ୍ରତ୍ସାହିତ କରିଥିବା ଅଭିନବ ପ୍ରୟାସ କୁ ସାଧାରଣରେ ପ୍ରଶଂସା କରାଯାଇଛି। ଜୟପୁର ସରକାରୀ ହାଇସ୍କୁଲ କାନ୍ଥରେ ଭୋଟ ଦେବାପାଇଁ ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ଭୋଟରଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରାଯାଇଛି। ଏଥିରେ ୧୬ ଜଣ ସ୍ଥାନୀୟ ଚିତ୍ରକାର ନିର୍ବାଚନର ବାର୍ତ୍ତା ଚିତ୍ର ଆଙ୍କି ପୁରସ୍କୃତ ହୋଇଛନ୍ତି। ଏହି ପୁରସ୍କାର ବିତରଣ ଉତ୍ସବରେ ଜୟପୁର ପୌର ନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟନାୟକ ଏବଂ ଜିଲ୍ଲା ପରିଷଦ ଅଧିକାରୀ ହିମାଂଶୁ ଭୂଷଣ ଶତପଥି ଉପସ୍ଥିତ ଥିଲେ l

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଚତୁର୍ଥ ବାର୍ଷିକୋତ୍ସବ 

masiha

ସତ୍ୟସାଇ ବିଦ୍ୟାମନ୍ଦିରର ୩୩ ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ଗୋଡାଳ ଗ୍ରାମରେ ୧୫ ଦିନ ହେଲା ଜଳ ଯୋଗାଣ ବନ୍ଦ, ଟ୍ୟାଙ୍କ ନିକଟରେ ତାତିଲେ ମହିଳା, ବ୍ଲକ ଘେରାଉ ଚେତାବନୀ

Leave a Comment

error: Content is protected !!