ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଜର ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ସନାତନ ଓଝା

ନିଜର ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ସନାତନ ଓଝା

କେନ୍ଦ୍ରାପଡ଼ା :ରାଜନଗର ର ଅଗ୍ରଣୀ ସ୍ବେଛାସେବୀ ସଂଘଟନ ମା ଶାରଳା ଚାରିଟେବୁଲ ଟ୍ରଷ୍ଟ ର ଆଗ ଧାଡି ର ସମାଜ ସେବୀ ଓ ବଜରଙ୍ଗ ଦଳ ର ବିଦ୍ୟାଳୟ ସହ ପ୍ରମୁଖ ସନାତନ ଓଝା ଙ୍କ ର ଜନ୍ମ ଉପଲକ୍ଷେ ଏକ ନିଆରା ଢଙ୍ଗରେ ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି ପଇସା କୁ ଅଯଥା ରେ ଖର୍ଚ୍ଚ ନ କରି କେନ୍ଦ୍ରାପଡା ରେ ଥିବା ଏକ ମାନସିକ ନ୍ୟୁନତା ସଂସ୍ଥାନ ସ୍କୁଲ ରେ ଥିବା 35 ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ମା ଶାରଳା ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ଙ୍କ ସହିତ ମିଶି କେକ୍ କାଟି ଚକ୍ଲେଟ ବାଣ୍ଟିଥିଲେ ଓ ପିଲା ଙ୍କ ସାଙ୍ଗ ରେ କିଛି ସମୟ ବିତେଇ ଥିଲେ ଓ ମଧ୍ୟାହ୍ନ ରେ ସମସ୍ତ ଙ୍କ ପାଇଁ ରନ୍ଧା ଖାଦ୍ୟ ର ଵେବସ୍ତା କରି ସ୍କୁଲ ରେ ଥିବା ସମସ୍ତ ପିଲା ଙ୍କୁ ଖାଇବା ପାଇଁ ଦେଇଥିଲେ, ତାଙ୍କର କହିବା କଥା ହେଲା ଏଇ ଭଳି କାର୍ଯ୍ୟ ସମାଜ ରେ କରା ଗଲେ ଆଗାମୀ ଯୁବ ପିଢ଼ି ମାନେ ତାଙ୍କର ଜନ୍ମ ଦିନ ରେ ନିଶା ଓ ମଦ ପାଣି ରେ ଟଙ୍କା ନ ଖର୍ଚ୍ଚ କରି ସମାଜ ମଙ୍ଗଳ କାମରେ ତାଙ୍କର ଟଙ୍କା ଖର୍ଚ୍ଚ କରିବେ !ତାଙ୍କର ଏଇ ଭଳି ପ୍ରୟାସ ପାଈଁ ସେ ସ୍ଥାନୀୟ ଅଂଚଳ ରେ ପ୍ରଶଂସା ର ପାତ୍ର ହୋଇ ପାରିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

୨ ମୋଟରସାଇକଲ ମୁହାଁ ମୁହିଁ ଧକ୍କା ୩ ଆହାତ ୧ ଗୁରୁତର

Sunil Chandra Nayak

ନୂତନ କୃଷି ସମବାୟ ସମିତି ଶାଖା (ପେକ୍ସ) ଖୋଲିବା ପାଇଁ ଆଜି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Sunil Chandra Nayak

ଲାଞ୍ଜିଗଡ଼ ଠାରେ ରେ ଦେୱାନି ଜଜ ତଥା ପ୍ରଥମ ଶ୍ରେଣୀ  ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଳତ ଉଦଘାଟିତ

masiha

Leave a Comment

error: Content is protected !!