ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଉତ୍କଳମଣି ସେବାସଂସ୍ଥା ପକ୍ଷରୁ ପାନୀୟ ଜଳ ସେବା

ଜୁନାଗଡ଼ ଉତ୍କଳମଣି ସେବାସଂସ୍ଥା ପକ୍ଷରୁ ପାନୀୟ ଜଳ ସେବା

ଜୁନାଗଡ଼ -୨୧.୦୪ (ମ ନି ସ) ପବିତ୍ର ମହାବୀର ଜୟନ୍ତୀ ଅବସରରେ ଜୁନାଗଡ଼ ଉତ୍କଳମଣି ସେବାସଂସ୍ଥା ଆନୁକୁଲ୍ୟରେ, ଦ୍ବୀତିୟ ପାଳିର ଗ୍ରୀଷ୍ମକାଳୀନ ପାନୀୟ ଜଳ ସେବା ଜୁନାଗଡ ସପ୍ତାହିକ ହାଟ ନିକଟରେ ପ୍ରଦାନ କରାଯାଇଥିଲା ।ପ୍ରଚଣ୍ଡ ଖରାରେ ପଥଚାରି ସପ୍ତହିକ ହାଟକୁ କିଣାବିକା ପାଇଁ ଆସିଥିବା ଲୋକେ ଏହି ଦହିପଣା ଓ ଲେମ୍ବୁ ପାଣି ପିଇ ତୃସା ମେଣ୍ଟାଇଥିଲେ।ଏହିସେବା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତିମଧୁସୂଦନ ପଣ୍ଡା, ସମ୍ପାଦକଅଜୟ ଦାସ, ବରିଷ୍ଠ କର୍ମକର୍ତ୍ତା ରମେଶ ନାୟକ, କୈଳାଶ ରାଉତ, ଉଦ୍ଧବ ସାହୁ, ଦାମୋଦର ବେହେରା,ଜୟନ୍ତ ଜେନା, ଅଶୋକ ସାହୁ, ବିଜୟ ମଲ୍ଲିକ, ନିରଞ୍ଜନ ସାହାଣୀ, ଚନ୍ଦ୍ର ଶେଖର ସିଂହ, ଭଗବାନ ସାହୁ, ବିଶ୍ବନାଥ ସାହୁ, ଶ୍ୟାମ ସୁନ୍ଦର ସାହୁ, ନିରଞ୍ଜନ ସାହୁ, ନବଘନ ସାହୁ, କୃପାସିନ୍ଧୁ ଶତପଥୀ ସହଯୋଗ କରିଥିଲେ।

ଅତିଥି ସେବକ ଭବେ ବରିଷ୍ଠ ସମାଜସେବୀ ନରେନ୍ଦ୍ର କ୍ଷିତି ଉପସ୍ଥିତ ରହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଗ୍ରୀଷ୍ମ କାଳୀନ ଛୁଟି ଦେବା ପାଇଁ ଦାବି ପତ୍ର ପ୍ରଦାନ

masiha

ପୂଜ୍ୟ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଅଣଦେଖା ନକରିବା ପାଇଁ ନିବେଦନ 

Sunil Chandra Nayak

ଚାଷୀପଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

masiha

Leave a Comment

error: Content is protected !!