ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

ବାଇକ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

ବସ୍ତା,21/04 : ରବିବାର ସକାଳ ସମୟରେ ବସ୍ତା ଥାନା ରାଜଘଟ ସ୍ଥିତ ଟୁଲଗେଟ ବଜାରରୁ ଜଣେ ବାଇକ ଲୁଟେରାକୁ ଧରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ,ରାଜଘାଟ ଅଞ୍ଚଳର ବାବୁଲି ପାତ୍ର ନାମକ ଜଣେ ବ୍ୟକ୍ତି ଟୁଲଗେଟ ବଜାରକୁ କୌଣସି କାମରେ ଆସି ବାଇକ ରଖିଥିବା ବେଳେ ଜଳେଶ୍ୱର ଅଳର ଜଣେ ଯୁବକ ଉକ୍ତ ବାଇକକୁ ନେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡିଥିଲେ,ଉକ୍ତ ଯୁବକକୁ ଅଟକ ରଖି ଅମର୍ଦାରୋଡ ଫାଣ୍ଡିକୁ ଖବର ଦେଇଥିଲେ,ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଦଶିପୁର ଫରେଷ୍ଟ ବିଟ ଅଧୀନରେ ଚାଲିଛି ବାରହା ଶିକାର, ବନବିଭାଗ ନୀରବ ଦ୍ରଷ୍ଟା

masiha

ଅମ୍ବାଦଳା ପୁଲିସକୁ ମିଳିଛି ବଡ ସଫଳତା, ଆଲୁମିନା ପାଉଡର ଲୁଟ୍ ଗ୍ୟାଙ୍ଗର ୧୦ଗିରଫ ମୁଖ୍ୟ ଫେରାର

Sunil Chandra Nayak

ରାସୋଳ ପୋଲିସର ଦବଙ୍ଗ ଗିରି : ହତୋତ୍ସାହିତ ଅଭିଯୋଗକାରୀ

Leave a Comment

error: Content is protected !!