ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

ବାଇକ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

ବସ୍ତା,21/04 : ରବିବାର ସକାଳ ସମୟରେ ବସ୍ତା ଥାନା ରାଜଘଟ ସ୍ଥିତ ଟୁଲଗେଟ ବଜାରରୁ ଜଣେ ବାଇକ ଲୁଟେରାକୁ ଧରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ,ରାଜଘାଟ ଅଞ୍ଚଳର ବାବୁଲି ପାତ୍ର ନାମକ ଜଣେ ବ୍ୟକ୍ତି ଟୁଲଗେଟ ବଜାରକୁ କୌଣସି କାମରେ ଆସି ବାଇକ ରଖିଥିବା ବେଳେ ଜଳେଶ୍ୱର ଅଳର ଜଣେ ଯୁବକ ଉକ୍ତ ବାଇକକୁ ନେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡିଥିଲେ,ଉକ୍ତ ଯୁବକକୁ ଅଟକ ରଖି ଅମର୍ଦାରୋଡ ଫାଣ୍ଡିକୁ ଖବର ଦେଇଥିଲେ,ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିଷ ପିଇ ଯୁବକ ଙ୍କ ଆତ୍ମହତ୍ୟା 

masiha

ରସୋଳ ପୋଲିସର ବଡ଼ସଫଳତା ଜବତ କଲେ ବିପୁଳପରିମାଣର ବିଦେଶୀ ମଦ 

masiha

ପାରିବାରିକ ଗଣ୍ଡଗୋଳରୁ ମରଣାତ୍ମକ ଆକ୍ରମଣ, ୨ ଗିରଫ 

Sunil Chandra Nayak

Leave a Comment

error: Content is protected !!