ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାୟଗଡ ଜିଲ୍ଲା ଚାନ୍ଦିଲି ପୋଲିସ୍ ଦ୍ୱାରା ସଫଳତା

ରାୟଗଡ ଜିଲ୍ଲା ଚାନ୍ଦିଲି ପୋଲିସ୍ ଦ୍ୱାରା ସଫଳତା

ଚାନ୍ଦିଲି ପୋଲିସ ଗୋଟିଏ ଚୋରି ମାମଲାରେ ଚିହ୍ନଟ କରି ଜଣେ ଅଭିଯୁକ୍ତ ପୁଲକା ପବିତ୍ରଙ୍କୁ ଗିରଫ କରିବାରେ ସଫଳ ହେଇଚି । ତା ଠାରୁ ଟଙ୍କା ୧,୨୦,୦୦୦ / – ର ଚୋରି ହୋଇଥିବା ନଗଦ ଟଙ୍କା ଜବତ । ଚାନ୍ଦିଲି PS କେସ୍ ନମ୍ବର 1111/2024, U / s 457/380 IPC ଧାରାରେ କେସ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି |

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସମ୍ପର୍କ ମଧ୍ୟରେ ଲାଗିଲା ରକ୍ତର ଛିଟା,ଯୁବକଙ୍କୁ ଅପହରଣ ପରେ ହତ୍ୟା 

Sunil Chandra Nayak

ଖପ୍ରାଖୋଲ ପୋଲିସ ଜବତ କଲା ନକଲି ନୋଟ୍‌, ଜଣେ ଗିରଫ

Sunil Chandra Nayak

ଭିଜିଲାସନ୍ସ ଜାଲ ରେ ଜଳ ବିଭାଜିକା କର୍ମୀ

masiha

Leave a Comment

error: Content is protected !!