ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭବାନୀପାଟଣାରେ ସମାଜବାଦିପାର୍ଟି ବିଶାଳ ଶୋଭାଯାତ୍ରା କରି ସାଂସଦ ପ୍ରାର୍ଥୀ ଶିବ ହାତୀଙ୍କ ନାମାଙ୍କନ ପତ୍ର ଦାଖଲ

ଭବାନୀପାଟଣାରେ ସମାଜବାଦିପାର୍ଟି ବିଶାଳ ଶୋଭାଯାତ୍ରା କରି ସାଂସଦ ପ୍ରାର୍ଥୀ ଶିବ ହାତୀଙ୍କ ନାମାଙ୍କନ ପତ୍ର ଦାଖଲ

ଜୁନାଗଡ଼ ୨୫/୪(ମ ନି ସ) ଆଜି ସମାଜବାଦୀପାର୍ଟି ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବେ ସିବହାତୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଏଥିନେଇ ଭବାନୀପାଟଣାରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ହୋଇଥିଲେ। ସମର୍ଥକଙ୍କ ସାମିଲ ନେଇ ଧୂମଧାମ ରେ ଭବାନୀପାଟଣା ସହର କମ୍ପି ଉଠିଥିଲା ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ପୂଜା ଅର୍ଚନା କରି ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲା ପାଳଙ୍କ କାର୍ଯ୍ୟଲୟ କୁ ଆସିଥିଲେ । ଏହାପରେ କଳାହାଣ୍ଡି ସାଂସତ ପାର୍ଥୀ ଶିବ ହାତୀ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ର ମନ୍ତ୍ରୀଙ୍କ ଫୋକସରେ ମୟୂରଭଞ୍ଜ ଲୋକସଭା

masiha

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ

masiha

କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ

Leave a Comment

error: Content is protected !!