ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭବାନୀପାଟଣାରେ ସମାଜବାଦିପାର୍ଟି ବିଶାଳ ଶୋଭାଯାତ୍ରା କରି ସାଂସଦ ପ୍ରାର୍ଥୀ ଶିବ ହାତୀଙ୍କ ନାମାଙ୍କନ ପତ୍ର ଦାଖଲ

ଭବାନୀପାଟଣାରେ ସମାଜବାଦିପାର୍ଟି ବିଶାଳ ଶୋଭାଯାତ୍ରା କରି ସାଂସଦ ପ୍ରାର୍ଥୀ ଶିବ ହାତୀଙ୍କ ନାମାଙ୍କନ ପତ୍ର ଦାଖଲ

ଜୁନାଗଡ଼ ୨୫/୪(ମ ନି ସ) ଆଜି ସମାଜବାଦୀପାର୍ଟି ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବେ ସିବହାତୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଏଥିନେଇ ଭବାନୀପାଟଣାରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ହୋଇଥିଲେ। ସମର୍ଥକଙ୍କ ସାମିଲ ନେଇ ଧୂମଧାମ ରେ ଭବାନୀପାଟଣା ସହର କମ୍ପି ଉଠିଥିଲା ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ପୂଜା ଅର୍ଚନା କରି ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲା ପାଳଙ୍କ କାର୍ଯ୍ୟଲୟ କୁ ଆସିଥିଲେ । ଏହାପରେ କଳାହାଣ୍ଡି ସାଂସତ ପାର୍ଥୀ ଶିବ ହାତୀ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସରକାରଙ୍କ ନୃତନ “ଅନ୍ତୋଦୟ ଗୃହ ଯୋଜନା” ର ଶୁଭାରମ୍ଭ କଳାହାଣ୍ଡିରୁ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

masiha

ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ବିଶାଳ ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା

Sunil Chandra Nayak

ବହୁଜନ ସମାଜ ପାର୍ଟି କଳାହାଣ୍ଡି ପକ୍ଷ ରୁ ବ୍ଲକ କମିଟି ଗଠନ

Leave a Comment

error: Content is protected !!