ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋଦଳା ଠାରେ ମନ୍ତ୍ରୀ ଙ୍କୁ ସମ୍ବର୍ଦନା ସହ ମହା ମିଶ୍ରଣ ପର୍ବ,୨୨ ସରପଞ୍ଚ, ସମିତି ସଭ୍ୟ ସହ ପୂର୍ବତନ ସରପଞ୍ଚ ସମିତି ସଭ୍ୟ ବିଜେଡି ଛାଡି ବିଜେପି ରେ ସାମିଲ

କୋଦଳା ଠାରେ ମନ୍ତ୍ରୀ ଙ୍କୁ ସମ୍ବର୍ଦନା ସହ ମହା ମିଶ୍ରଣ ପର୍ବ,୨୨ ସରପଞ୍ଚ, ସମିତି ସଭ୍ୟ ସହ ପୂର୍ବତନ ସରପଞ୍ଚ ସମିତି ସଭ୍ୟ ବିଜେଡି ଛାଡି ବିଜେପି ରେ ସାମିଲ

ଆସିକା, ୦୭/୦୯/୨୫ ଗଞ୍ଜାମ ଜିଲ୍ଲା କୋଦଳା ଠାରେ ଆଜି ବିଜେପି ପକ୍ଷରୁ ସମ୍ବଦ୍ଧନା ସଭା ଓ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥ୍‌ ତ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ । ରାଜ୍ୟ ର ସରକାର ର ମା ମାତ୍ର ୧୪ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଦୁଇଟି ପଞ୍ଚାୟତକୁ ଏନଏସି ଓ ୫ଟି ଏନଏସିକୁ ସିକୁ ମୁନିସିପାଲଟି କରାଯିବା ଯିବା ନେଇ ଘୋଷଣା କରିଥିବା ଯୋଗୁଁ ଗୃହ ଓ ନଗ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଗଞ୍ଜାମ । ଜିଲ୍ଲା ବି ବିଜେପି ପକ୍ଷରୁ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ତିନି ମନ୍ତ୍ରୀ ନିଜର ଅଭିଭାଷଣ ରଖୁଥିଲେ । ଏହାପରେ କୋଦଳାରେ ୭କୋଟି ଟି ୨ ୨ ଲକ୍ଷ ଲକ୍ଷ ବ୍ୟୟରେ ଏକ ମାର୍କେଟ କମ୍ପ୍ଲେକ୍ସ ଓ ୮ କୋଟି ୭୦ ଲକ୍ଷ ବ୍ୟୟରେ ଏକ ବିରାଟ ବଡ଼ ହଜର କାମକୁ ମଧ୍ଯ ଶୁଭାରମ୍ଭ ଦେଇଥିଲେ ତିନି ମନ୍ତ୍ରୀ । ଏହାପରେ ଆୟୋଜିତ ହୋଇଥୁଲା ମିଶ୍ରଣ ପର୍ବ । ତିନି ମନ୍ତ୍ରୀ ଜୀ ବିଧାୟକ ନାୟକ ଙ୍କ ଉପସ୍ଥିତିରେ ପୁରୁଷୋତ୍ତମପୁର ଉପାଧ୍ଯକ୍ଷ ମମତା ବାରିକ, ୧୦ଟି ପଞ୍ଚାୟତର ସରପଞ୍ଚ, ୪ ଜଣ ସମିତି ସଭ୍ୟ ସଭ୍ୟାଙ୍କ ସମେତ ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ବିଜେପିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବ ଦ୍ବାରା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପି ଆହୁରି ମଜବୁତ ହୋଇଛି ବୋଲି କହିଛନ୍ତି କୋଦ ଦଳା ଏନଏସି ଏସି ଅଧ୍ଯକ୍ଷ ।

ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକଙ୍କ ସହ ଶତାକ ବିଜେପି ନେତା ଓ କର୍ମୀ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥୂଭାବେ ଯୋଗଦେଇଥ‌ିବା ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜ ବକ୍ତବ୍ୟ ରେ କହିଛନ୍ତି ବର୍ତମାନ ର ସମୟ ଆସିଛି ଗଞ୍ଜାମ ଜିଲ୍ଲା ରୁ ମୂଳ ପୋଛ ହେବ ବିଜେଡି ପ୍ରକାଶ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ନିଖୋଜ ଶିଶୁ ଓ ମହିଳା କୁ ସରକାର ଖୋଜିବା ଓ ନ୍ୟାୟ ଦେବା ଦାବୀରେ ଧର୍ମଗଡ ବ୍ଲକ କଂଗ୍ରେସ ର ମଶାଲ ଶୋଭାଯାତ୍ରା

masiha

ଅଷ୍ଟମପ୍ରହରୀ ନାମ ଯଜ୍ଞରେ ଯୋଗଦେଲେ ପ୍ରାର୍ଥିନୀ

masiha

ଲମ୍ବୋଦର ନିଆଲଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଟିକଟ ପ୍ରଦାନ କରିବାକୁ ଦାବି,ସାମ୍ୱାଦିକ ସମ୍ମିଳନୀ କଲା ଖଡ଼ିଆଳ ବିଜେଡ଼ି

masiha

Leave a Comment

error: Content is protected !!