ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅକ୍ଷୀତୃତୀୟା ଅବସର ରେ ଅକ୍ଷିମୁଠି ଅନୁକୁଳ କରି ବିଲରେ ହଳଵୁଲାଇଲେ ବିଧାୟକ ଧୃଵ ସାହୁ

ଅକ୍ଷୀତୃତୀୟା ଅବସର ରେ ଅକ୍ଷିମୁଠି ଅନୁକୁଳ କରି ବିଲରେ ହଳଵୁଲାଇଲେ ବିଧାୟକ ଧୃଵ ସାହୁ

ରାଜନଗର-11.5.024 ଓଡିଶା ହେଉଛି କୃଷି ପ୍ରଧାନ ରାଜ୍ୟ।ଏଠାରେ ଲୋକମାନେ ମୁଖ୍ୟତ କୃଷି ଉପରେ ଜୀବିକା ଜୀଵନ ନିର୍ବାହ କରନ୍ତି।ଓଡିଶାର ଆରାଧ୍ୟ ଦେଵତା ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ଫରାକୁ ନେଇ କୃଷକ ତାର କୃଷି ଭିତ୍ତିକ ଚାଷ ପବିତ୍ର ଅକ୍ଷିତୃତୀୟା ଠାରୁ ଆରମ୍ଭ କରି ଥାଏ।ସେଥି ପାଇଁ କୃଷକ ଭାଇ ଏହି ଦିନେ ସକାଳୁ ଶୌଚ ହୋଇ ଵିଲକୁ ଅକ୍ଷିମୁଠି ନେଇ ଭଗବାନଙ୍କ ନିକଟରେ ଚାଷର ଉନ୍ନତି କାମନା କରିଥାଏ।ଏହି ପରି ପ୍ରେକ୍ଷିରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଵିଧାୟକ ତଥା ଵେଲପାଳ ଗ୍ରାମର ଚାଷୀପୁଅ ଶ୍ରୀଯୁକ୍ତ ଧୃବ ସାହୁ ଗତକାଲି ସକାଳେ ଘରୁ ନିତି ନିୟମ ଅନୁଯାଇ ପୂଜାର୍ଚ୍ଚନା କରି ନିଜ ବିଲକୁ ଅକ୍ଷିମୁଠି ନେଇ ଥିଲେ।ସେଠାରେ ଵଳଦ ଛନ୍ଦି ହଳ କରିବା ସହ ଧାନ ବିହନ ପକାଇ ଅଞ୍ଚଳର କୃଷି ଓ କୃଷକର ଉନ୍ନତି ନିମନ୍ତେ ଶୁଭ ମନାସୀଥିଲେ।ଏହାପରେ ଗ୍ରାମଦେଵୀ ଓ ମାଙ୍କ ଆଶୀର୍ବାଦ ନେଇ ବିଶାଳ ଜନ ସମାଗମରେ ବିଜେଡି ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି ଙ୍କ ସହ ବିଧାୟକ ପ୍ରାର୍ଥୀ ଭାଵେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ସାନ ଡୁଙ୍ଗୁରିଗୁଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ସରଗୁଲକୁ ହରାଇ ସେମିରେ ଭାଲୁପିଆ

Sunil Chandra Nayak

ଡି.ଡି.ସି.ଏ ଅଫିସ ପରିସ୍ରାଗାର ରେ ତାଲା, ନିର୍ଦ୍ଦେଶ କାହାର ? ସିଜ୍ ଟ୍ରକ୍ ପାଖରେ ଅନେକ କରନ୍ତି ପରିସ୍ରା , ସ୍ବଚ୍ଛତା ଅଭିଯାନ କୁ ଆଖି ଠାର 

masiha

ନିଖିଳ ଶିକ୍ଷକ ସଙ୍ଘର ୮୦ ଟପମ ପ୍ରତିଷ୍ଟା ଦିବସ ପାଳନ ହୋଇଯାଇଛି 

masiha

Leave a Comment

error: Content is protected !!