ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜାରେ ସାମାଜିକ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନେଇ ଶପଥ ଗ୍ରହଣ 

୪୨ ମୌଜାରେ ସାମାଜିକ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନେଇ ଶପଥ ଗ୍ରହଣ 

କଟକ : କଟକ ସଦର ୪୨ ମୌଜାର ସାମାଜିକ ସଙ୍ଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ସମାଜସେବୀ ଇଂ.ଅଶୋକ ବିଶ୍ବାଳଙ୍କ ତତ୍ୱାବଧାନରେ ମୁକ ବଧିର ସ୍କୁଲର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟର କର୍ମଚାରୀ, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ୪୨ ମୌଜାରର କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ,ଉପସଭାପତି ପ୍ରଭାତ କୁମାର ଖଟୁଆ,ମହାସଚିବ ରୁଦ୍ର ନାରାୟଣ ଦାସ,ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ମିଳିତ ସହଯୋଗରେ ବନ୍ତୁଣୀୟା ନଙ୍ଗୁଳି ମଠରେ ବୃକ୍ଷ ରୋପଣ କରାଯାଇଛି ଏଥିସହ ପ୍ରତ୍ୟେକ ମନ୍ଦିର ଓ ସ୍କୁଲ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ତ୍ଵରାନିତ୍ଵ କରିବାକୁ ନିଷ୍ପତି କରାଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶିକ୍ଷା ବ୍ୟବସ୍ଥା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ମେଗାଲିଫ୍ଟ ଚାଷି ଙ୍କ ଟୋକନ ଆସିବ, କୃଷକ ସମ୍ପର୍କ ଅଭିଯାନ ସଭା ରେ ଦୃଢୋକ୍ତି ପ୍ରକାଶ କଲେ ଧର୍ମଗଡ ବିଧାୟକ

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!