ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ଭୂମିଜ ପ୍ରଧାନ କାର୍ଯ୍ୟାଳୟ ଉଦଘାଟନ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

ରାଜ୍ୟସ୍ତରୀୟ ଭୂମିଜ ପ୍ରଧାନ କାର୍ଯ୍ୟାଳୟ ଉଦଘାଟନ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

  ମୟୂରଭଞ୍ଜ -୧୨/୦୩ // ମୟୂରଭଞ୍ଜ ଜିଲ୍ଲା ର ପ୍ରସିଦ୍ଧ କଇଁପୁର ଗାଁ ପାକଣାପାଟ୍ ଠାରେ ଭୂମିଜ ସମ୍ପ୍ରଦାୟର ନୂତନ ଗୃହ( ଭୂମିଜ ପ୍ରଧାନ କାର୍ଯ୍ୟାଳୟ)ଉଦଘାଟନ ଓ ପ୍ରତିଷ୍ଠା ନିମନ୍ତେ ଗଣେ ସର୍ଦ୍ଦାରଙ୍କ ସଭାପତିତ୍ବରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଆସନ୍ତା ତା/୧୮/୦୪/୨୦୨୫ରିଖ ଶୁକ୍ରବାର ଭୂମିଜ ସମାଜର ଉକ୍ତ ଗୃହ ଉଦଘାଟନ ଓ ପ୍ରତିଷ୍ଠା କରାଯିବ ବୋଲି ସ୍ଥିର ହୋଇଛି |ବୈଠକରେ ଭୂମିଜ ସମାଜର ପୁରୁଧୁଲ ବ୍ୟକ୍ତି,ବରିଷ୍ଠ ନାଗରିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |ସୁରେଶ ମୁଣ୍ଡା,ବିରସିଂ ସର୍ଦ୍ଦାର,ଗୁଲାପ ସିଂ,ଗହ୍ମା ସିଂ,ପ୍ରହଲ୍ଲାଦ ମୁଣ୍ଡା,ବୁଢ଼ାନ ସର୍ଦ୍ଦାର,ମଙ୍ଗଲ, କୁମାର ସାଣ୍ଡିଲ୍,ଡାକ୍ତର ସର୍ଦ୍ଦାର,ମାନୀ ସର୍ଦ୍ଦାର,ମିନତୀ ସିଂ,କନକଲତା ସର୍ଦ୍ଦାର,ରାଣୀ,ମାଳତୀ ସାଣ୍ଡିଲ୍,ମାଉବା ସର୍ଦ୍ଦାର ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |ସଭାଶେଷରେ ବିରସିଂ ସର୍ଦ୍ଦାର ସାଧୁବାଦ ଅର୍ପଣ କରିଥିଲେ |

 ମୟୂରଭଞ୍ଜ ରରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଷମକଟକ:୧୩ ରେ ଅବକାରୀ କାର୍ଯ୍ୟାଳୟ ଘେରିବ ବସପା 

Sunil Chandra Nayak

୩ ଦଫା ଦାବି ପୂରଣ ନେଇ ଲାଞ୍ଜିଗଡ଼ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଗଣଧାରଣା

masiha

କୌଶିକ ବାବା ଡିଗ୍ରୀ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ

masiha

Leave a Comment

error: Content is protected !!