ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗାଁ ଗାଁରେ ଅନିଲ ମେହେର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗାଁ ଗାଁରେ ଅନିଲ ମେହେର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ଼, ଆଜି ପାଟଣାଗଡ଼ ବ୍ଲକ୍‌ କେନ୍ଦୁମୁଣ୍ଡି ସହ ବେଲପଡ଼ା ବ୍ଲକ୍‌ର ଖାଲିପଥର ତେତେଲମୁଣ୍ଡା ସଲଣ୍ଡି ଆଦି ଗ୍ରାମରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ଅନିଲ ମେହେର ନିର୍ବାଚନ ପ୍ରଚାର ପାଇଁ ପହଂଚିଥିବା ବେଳେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି ଜନସାଧାରଣ । ଗାଁ ଗାଁରେ ହରିବୋଲ ହୁଳହୁଳି ସହ ପାରମ୍ପାରିକ ବାଦ୍ୟରେ ଅନିଲ ଙ୍କ ସ୍ୱାଗତ କରାଯାଉଥିବା ବେଳେ କଂଗ୍ରେସ ର ଜୟଧ୍ୱନିରେ ଉଛୁଳି ପଡୁଛି ଗାଁ ଦାଣ୍ଡ । ଏଭଳି ସ୍ଥିତି ଦେଖି କଂଗ୍ରେସ କର୍ମୀଙ୍କ ମହଲରେ ଖୁବ୍‌ ଉତ୍‌ସାହ ଦେଖା ଦେଉଥିବା ବେଳେ ଅନିଲ ମେହେର ଙ୍କ ବିଜୟ ନିଶ୍ଚିତ ବୋଲି ଲୋକଙ୍କ ଆଶା।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗରରେ ବିଜେପିର ପ୍ରେସମିଟ୍ 

ଵିଜୁଵାବୁଙ୍କ ଅଧୁରାସ୍ବପ୍ନକୁ ପୁରଣ କରିବାକୁ ଗୋଟିଏ ମଞ୍ଚରେ ଶପଥ ନେଲେ ଦୁଇଭାଇ ଧୃଵ ଓ ଅଂଶୁମାନ

masiha

ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

Sunil Chandra Nayak

Leave a Comment

error: Content is protected !!