ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ

ବାଲେଶ୍ଵର,୧୫/୫/୨୪- ଗତ ତା ୧୨/୫/୨୪ ରିଖ ରବିବାର ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ଅନଲାଇନ ମାଧ୍ୟମରେ ରାଜ୍ୟ ସ୍ତରୀୟ ମେଧାଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ଯଥା: (୧) ଲିଜା ପଣ୍ଡା, ତରାଣ୍ଡୋ, କେନ୍ଦ୍ରାପଡା (୨) ଗୋଲାପ କୁମାରୀ ସାହୁ, ଖୋର୍ଦ୍ଧା (୩) ସ୍ନେହା ବେହେରା, ଛାତ୍ରୀ,।ଗଜପତି (୪) ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗାନା (୫) ରିତୁପର୍ଣ୍ଣା ବେହେରା, ଭାଲିଆଡିହା, ମୟୂରଭଞ୍ଜ (୬) ସଂହିତା ଜେନା, ବାସନ୍ଦରା, ଜଗତସିଂହପୁର (୭) ଗୀତା ମଞ୍ଚରୀ ଦାସ, ଭଦ୍ରକ (୮) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୯) ବାଗ୍ମିତା ମହାପାତ୍ର, ଛାତ୍ରୀ, ବାଲେଶ୍ଵର (୧୦) ସିଦ୍ଧାର୍ଥ ପରମାଣିକ, ସରସ୍ୱତୀ ଶିଶୁ ମନ୍ଦିର, ବାଲିଆ, ବାଲେଶ୍ଵର (୧୧) ଓମ୍ ପ୍ରକାଶ ନାୟକ,ସରସ୍ୱତୀ ଶିଶୁ ମନ୍ଦିର, ବାଲିଆ, ବାଲେଶ୍ଵର (୧୨) କଳ୍ପନା ମିଶ୍ର, ମାର୍କୋଣା,ବାଲେଶ୍ଵର (୧୩) ମଧୁସ୍ମିତା ଶା, କିଟ୍ କଲେଜ, ଭୁବନେଶ୍ୱର, ଖୋର୍ଦ୍ଧା । ପ୍ରଶ୍ନ ଦେଇଥିଲେ ଏବଂ ସମୀକ୍ଷା କରିଥିଲେ ଅନୁଷ୍ଠାନର ସଭାପତି ଡକ୍ଟର ନାରାୟଣ ଚନ୍ଦ୍ର ସେନାପତି । ତାଙ୍କ ସମୀକ୍ଷାରେ ୪ ଜଣଙ୍କୁ ଶ୍ରେଷ୍ଠ ବିଜେତା ଘୋଷଣା କରାଯାଇଛି । ସେମାନେ ହେଲେ ଗୋଲାପ କୁମାରୀ ସାହୁ, ରିତୁପର୍ଣ୍ଣା ବେହେରା, ଗୀତା ମଞ୍ଚରୀ ଦାସ ଏବଂ କଳ୍ପନା ମିଶ୍ର । ସମସ୍ତଙ୍କୁ ଡିଜିଟାଲ ପ୍ରମାଣ ପତ୍ର ପ୍ରଦାନ କରାଯିବ । ସାଧାରଣ ଜ୍ଞାନ ବିଷୟରେ କିଏ କେତେ ପାରଙ୍ଗମ ଏହି ପ୍ରତିଯୋଗିତା ମାଧ୍ୟମରେ ସେମାନଙ୍କ ଦକ୍ଷତା ମପାଯାଇଥାଏ । ଯାହା ଫଳାଫଳରୁ ଜଣାପଡିଛି ଯେ ସାଧାରଣ ଜ୍ଞାନ ବିଷୟରେ ପ୍ରାୟ ସମସ୍ତଙ୍କର ଦକ୍ଷତା ରହିଛି । ଅନୁଷ୍ଠାନ ତରଫରୁ ପ୍ରତିଯୋଗୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଆଗକୁ ଏହିପରି ମେଧାଅନ୍ବେଷଣ କାର୍ଯ୍ୟକ୍ରମ ଜାରି ରହିବ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡାବୁଗାଁ ବିଇଓ ଙ୍କୁ ଏକ୍ସ କେଡର- ୨୦୨୪ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

masiha

ଖବରଦାତା ସଂଘର ଭୂମି ପୂଜନ

Sunil Chandra Nayak

ଦଶମ ଦିନରେ ପହଞ୍ଚିଲା ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଧାରଣା

masiha

Leave a Comment

error: Content is protected !!