ମ୍ୟାଟ୍ରିକ ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲା ଟପ୍ ୩୧ ଜଣ
ଢେ଼ଙ୍କାନାଳ(ମସୀହା)ଢେଙ୍କାନାଳ ଜିଲ୍ଲାରେ ଛାତ୍ରୀ ଦିନରାତି ପାଠ ପଢ଼ାରେ ମନଦେଇ ପାଠ ପଢ଼ିଛନ୍ତି । ସେହି ଛାତ୍ର, ଛାତ୍ରୀ ଅକ୍ଲାନ୍ତ ପରିଶ୍ରମ କରି ପାଠ ପଢ଼ିଛନ୍ତି । ଢେଙ୍କାନାଳ ଜିଲ୍ଲା ଆଠ ଟି ବ୍ଲକକୁ ନେଇ ଗଠିତ । ଗତ କାଲି ସେହି ଆଠ ଟି ବ୍ଲଜର ପିଲା ମାନଙ୍କ ଭାଗ୍ୟ ନିର୍ଣ୍ଣୟ ହୋଇଛି । ଢେଙ୍କାନାଳ ଜିଲ୍ଲାରେ ୩୧ ଜଣ ଛାତ୍ର ଓ ଛାତ୍ରୀ ଟପ ଲିଷ୍ଟରେ ଉତୀର୍ଣ୍ଣ ହୋଇଛନ୍ତି । ସେହି ଛାତ୍ର ଛାତ୍ରୀ ମାନେହେଲେ ହିନ୍ଦୋଳ ବ୍ଲକ ରୁ ୧-ସୁପ୍ରିୟା ସାମଲ-ପାଞ୍ଚଶତ ପଚାଶ, ସିଦ୍ଧପୀଠ ହାଇସ୍କୁଲ ଠୋକର ୨-ଭବିଷ ରଞ୍ଜନ ମହାନ୍ତି -ପାଞ୍ଚଶତପଚାଶ , ହିନ୍ଦୋଳ ହାଇସ୍କୁଲ, ୩-କଳ୍ପିତା ଦାଶ -ପାଞ୍ଚଶତସତଚାଳିଶ , ମା କ୍ଷେତ୍ରପାଳ ହାଇସ୍କୁଲ କାଠକୁମ୍ପା, ୪-ଜଗଦୀଶ ପଟନାୟକ -ପାଞ୍ଚଶତଏକଚାଳିଶ, ଲୁସି ସାହୁ -ପାଞ୍ଚଶତଚାଳିଶ, ଜନତାରାଜ ହାଇସ୍କୁଲ, ଦୁଦୁରକୋଟ, ୫-ମଧୁମିତା ସାହୁ -ପାଞ୍ଚଶତଚାଳିଶ,ପଲିବିକାଶ ହାଇସ୍କୁଲ କୁରୁମିଠା, ୬-ସ୍ମୃତିରଞ୍ଜନ ସାହୁ -ପାଞ୍ଚଶତଚାଳିଶ, ପଞ୍ଚାୟତ ହାଇସ୍କୁଲ, ପାଟଲା ଏହିପରି ସାତଜଣ ଟପ ରେ ପାସ କରିଛନ୍ତି । ଅନ୍ୟ ବ୍ଲକ ଭୁବନ ରରୁଦ୍ର ନାରାୟଣ ସାହୁ -ପାଞ୍ଚଶତବାଉନ, ନୁଆଁ ଭୁବନ ର ମଧୁସ୍ମିତା ସାହୁ -ପାଞ୍ଚଶତଚାଳିଶ, ଢେଙ୍କାନାଳ ସରସ୍ବତୀ ବିଦ୍ୟା ମନ୍ଦିର, ସାର୍ଥକ ସାହୁ -ପାଞ୍ଚଶତତେପନ, ଏସ. ଡି ବାଳିକା ହାଇସ୍କୁଲ ଢେଙ୍କାନାଳ, ପ୍ରଜ୍ଞା ପ୍ରିୟଦର୍ଶନୀ ରାଉଳ -ପାଞ୍ଚଶତବାବନ, ଦୁର୍ଗା ପ୍ରସାଦ ମିଶ୍ର -ପାଞ୍ଚଶତଏକଚାଳିଶ, ବିବି ହାଇସ୍କୁଲ ଢେଙ୍କାନାଳ, ସାରଙ୍ଗାଧର ନୋଡାଲ ହାଇସ୍କୁଲ ବେଲତିଗିରି, ରାକେଶ ମହାନ୍ତି -ପାଞ୍ଚଶତଚାଳିଶ, ଅରବିନ୍ଦ ଇତିଗ୍ରରାଲଏଜୁକେଦାନ ସେଣ୍ଟର ଢେଙ୍କାନାଳଶୁଭ୍ରାଶିଷ ବିଶ୍ୱାଳ -ପାଞ୍ଚଶତଚାଳିଶ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଢେଙ୍କାନାଳ, ବିମଳ କୁମାର ବଳ ପାଞ୍ଚଶତଚାଳିଶ, ସରକାରୀ ହାଇସ୍କୁଲ ଗନ୍ଦିଆ,ପାର୍ଥ ସାରଥୀ ଖିଲାର -ପାଞ୍ଚଶତଷାଠିଏ, ଜିପି ହାଇସ୍କୁଲ ବେଗା, ଚିରଞ୍ଜୀବ ପାଳ -ପାଞ୍ଚଶତପଇଁଚାଳିଶ, ସରକାରୀ ହାଇସ୍କୁଲ ଗନ୍ଦିଆ, ସ୍ଵାଗତିକା ଧଳ -ପାଞ୍ଚଶତଚାଳିଶ, ସ୍ୱୟଂଶ୍ରୀ ପୃଷ୍ଟି -ପାଞ୍ଚଶତଚାଳିଶ, ପଞ୍ଚାୟତ ହାଇସ୍କୁଲ କାନପୁରାପ୍ରଥମେଶ ସହୂ -ପାଞ୍ଚଶତବାବନ,ସିପ୍ରାସାଗରୀକା ପୃଷ୍ଟି -ପାଞ୍ଚଶତବାବନ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କାମାକ୍ଷାନଗର, ଦିପ୍ତିମୟୀ ମହାନ୍ତି -ପାଞ୍ଚଶତବାବନ, କିରଣ କସ୍ତୁରିକା ସାହୁ -ପାଞ୍ଚଶତବାବନ,ଓମ ପ୍ରଭା ନାୟକ -ପାଞ୍ଚଶତବାବନ, ପଞ୍ଚାୟତ ରାଜ ହାଇସ୍କୁଲ, କାନପୁରାଆକାଙ୍କିଆ ଆକସ୍ମିତାମହାଳିକ -ପାଞ୍ଚଶତପଚାଶ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କାମାକ୍ଷାନଗର, ବିସ୍ମୟୀ କେଶରୀ ପ୍ରଧାନ -ପାଞ୍ଚଶତଚଉରାଲିସ, ଓମ ପ୍ରକାଶ ନାୟକ -ପାଞ୍ଚଶତଚାଳିଶ, ପଞ୍ଚାୟତ ରାଜ ହାଇସ୍କୁଲ କାନପୁରା, ସ୍ୱୟଂ ଶୀତମ ବାରିକ -ପାଞ୍ଚଶତବାଇଆଲିସ, ଅନନ୍ୟା ରାଉତ -ପାଞ୍ଚଶତଚାଳିଶ, ସୋମ୍ୟରଞ୍ଜନ ଖିଲାର -ପାଞ୍ଚଶତଚାଳିଶ, ନୀଳକଣ୍ଠେଶ୍ଵର ହାଇସ୍କୁଲ ବୁଦ୍ଧିଆବିଲି, ସୁପ୍ରିୟା ବେହେରା ପାଞ୍ଚଶତଚାଳିଶ ଆଦି ଢେଙ୍କାନାଳ ଜିଲ୍ଲାରେ ଏକତିରିଶ ଜଣ ଟପ ହୋଇ ଜିଲ୍ଲାର ଗର୍ବ ଓ ଗୌରବ ରଖିଛନ୍ତି ।
ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍


