ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭୋଟ ଦେଲେ କନକ ବର୍ଦ୍ଧନ ଓ ସଂଗୀତା

ଭୋଟ ଦେଲେ କନକ ବର୍ଦ୍ଧନ ଓ ସଂଗୀତା

ପାଟଣାଗଡ଼ରେ ଭୋଟ ଦେଇଛନ୍ତି ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ଏବଂ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ । ଭୋଟର ମାନଙ୍କ ମତଦାନରେ ଉତ୍ସାହ ରହିଥିବା ଶ୍ରୀମତୀ ସିଂହଦେଓ କହିଥିବା ବେଳେ ଭୋଟର୍‌ଙ୍କ ସ୍କାନର୍‌ରେ ମୋଦି ଗ୍ୟାରେଣ୍ଟି ରହିଥିବା ସେ କହିଛନ୍ତି । ଦେଶର ସାମୁହିକ ବିକାଶ ପାଇଁ ଭୋଟରମାନଙ୍କ ଆଶୀର୍ବାଦ ତାଙ୍କ ପ୍ରତି ରହିଥିବା ସେ ସ୍ପଷ୍ଟ ମତ ଦେଇଛନ୍ତି । ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ କହିଛନ୍ତି ଯେ, ଚଳିତ ନିର୍ବାଚନରେ ବିଜେପି ବିଜୟୀ ହେବ ଏବଂ ଓଡ଼ିଶାରେ ଡବଲ୍‌ ଇଂଜିନ୍‌ ସରକାର ଚାଲିବ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

Sunil Chandra Nayak

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାଙ୍କ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Sunil Chandra Nayak

ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ

masiha

Leave a Comment

error: Content is protected !!