ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ଚମେଲୀ ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ପାଶ୍ ହାର ୮୫%

ଜୁନାଗଡ ଚମେଲୀ ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ପାଶ୍ ହାର ୮୫%

ଜୁନାଗଡ଼,୨୬/୫(ମ ନି ସ)ଜୁନାଗଡ ସ୍ଥିତ ଚମେଲୀ ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ ରେଗୁଲାର ର ପାଶ୍ ହାର ୮୭ ପ୍ରତିଶତ ହୋଇଥିବା ବେଳେ ଏକ୍ସ ରେଗୁଲାର ର ପାସ ହାର ୧୦୦% ହୋଇଥିବା ଜଣାଯାଇଛି l ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୧୮ଜଣ ପରୀକ୍ଷା ଦେଇଥିବା ଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣି ରେ ୭ ଜଣ ଦ୍ଵିତୀୟ ଶ୍ରେଣି ରେ ୮ ଜଣ ତୃତୀୟ ଶ୍ରେଣି ରେ ୮୮ ଜଣ କୃତ କାର୍ଯ୍ୟ ହୋଇଛନ୍ତି l ସେଥି ମଧ୍ୟରୁ ବଳଦିଆ ମାଳ ଗ୍ରାମ ର ଯମୁନା ବିଶ୍ଵାଳ ୪୧୩ ଦମୟନ୍ତୀ ମେହେର୍ ୩୯୮ ମାର୍କ ରଖି କଲେଜ ଟପର୍ ହୋଇଛନ୍ତି l ସମସ୍ତ କୃତି ଛାତ୍ରୀ ଓ କଲେଜ ଟପର୍ ଦୁଇ ଜଣଙ୍କୁ କଲେଜ ପ୍ରତିଷ୍ଠାତା ସଦସ୍ୟ ଲାୟନ ମାଣିକ ଚାନ୍ଦ ଅଗ୍ରୱାଲ, କଲେଜ ଅଧ୍ୟକ୍ଷା ପ୍ରିୟ ମଞ୍ଜରି ପଣ୍ଡା କଲେଜ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଅଭିନନ୍ଦନ ଜଣାଇଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅଂଶୁଘାତରେ କଲରାପତରିଆ ଗୁରୁତର

Sunil Chandra Nayak

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ନର୍ଲା ବ୍ଳକ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ

masiha

Leave a Comment

error: Content is protected !!