ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷାଠିଏ ବର୍ଷୀୟା ବୃଦ୍ଧାଙ୍କ ଅଂଶୁଘାତରେ ମୃତ୍ୟୁ 

ଷାଠିଏ ବର୍ଷୀୟା ବୃଦ୍ଧାଙ୍କ ଅଂଶୁଘାତରେ ମୃତ୍ୟୁ 

ବଲାଙ୍ଗୀର୍ ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଗେର୍ଡା ପଞ୍ଚାୟତ ଗେର୍ଡ଼ା ଗ୍ରାମର ଷାଠିଏରୁ ଉର୍ଦ୍ଧ ବର୍ଷୀୟା ପଦ୍ମାବରିହାଙ୍କ ଅଂଶୁଘାତ୍ ରେ ଆଜି ଗୁରୁବାର 30/05/24 ଦିନଦ୍ବିପ୍ରହର ଅସହ୍ୟ ଖରାର ତାତି ଯୋଗୁଁ ଭିକ୍ଷାବୃତ୍ତିକରି ଫେରୁଥିବା ସମୟରେ ପଦ୍ମାବରିହାଙ୍କ ମୃତ୍ୟୁ ହୋଇଥିବା ଗେର୍ଡ଼ା ଗ୍ରାମବାସୀଙ୍କଠୁ ସୂଚନାମିଲିଛି ! ବୃଦ୍ଧା ବହୁଦିନ ଧରି ଏକାରହି ଆସୁଥିଲେ ଗୋଟେ ଭଙ୍ଗାଦଦରା ମାଟିଚାଲଘରେ, ଓ ନିଜ ପେଟର ଭୋକମେଣ୍ଟାଇବା ପାଇଁ ଗାଁ, ଗାଁ ବୁଲି ଭିକ୍ଷାବୃତ୍ତିକରି ଦିନ ବିତାଉଥିଲେ ବୃଦ୍ଧାଜଣକ ! ବୃଦ୍ଧାଙ୍କ ସବସତ୍କାର କରିବାପାଇଁ ଗେର୍ଡ଼ାଗ୍ରାମବାସୀ ସହଯୋଗର ହାତବଢ଼ାଇଥିବା ଗେର୍ଡା ଗ୍ରାମବାସିଙ୍କଠୁ ଶୁଣିବାକୁ ମିଲିଛି !

ବଲାଙ୍ଗିର ରୁ ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ଗ୍ରୁପ୍ ଚାମ୍ପିଅନ 

masiha

ଡାବୁଗାଁରେ ସ୍ଵାଧୀନତା ଦିବସ ପାଳିତ

masiha

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!