ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୀଳଗିରି ଥାନା ପୋଲିସର ଅମାନବୀୟ କାର୍ଯ୍ୟ ବିରୋଧରେ ପ୍ରେସ ଆସୋସିଏସନର କଳାବ୍ୟାଚ ପରିଧାନ

ନର୍ଲା (ମ.ନି.ସ)କନକ ଟିଭି ଚ୍ୟାନେଲର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇ ପ୍ରତି ବାଲେଶ୍ଵର ଜିଲ୍ଲାର ନୀଳଗିରି ଥାନା ପୋଲିସର ଅମାନବୀୟ ନିର୍ଯ୍ୟାତନା ପ୍ରତିବାଦରେ ନର୍ଲା ପ୍ରେସ ଆସୋସିଏସନ ପକ୍ଷରୁ କଳାବ୍ୟାଚ ପରିଧାନ କରି ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏଥିରେ ନର୍ଲା ପ୍ରେସ ଆସୋସିଏସନ ସଭାପତି ଦୀପକ ଠାକୁର, ସାମ୍ବାଦିକ ଭିକାରୀ ଗଉଡ, ତ୍ରିଲୋଚନ ଗଉଡ, ସୁଶାନ୍ତ କୁମାର ଚାନ୍ଦ, ମନୋଜ ଷଡଙ୍ଗୀ, ଅଜୟ ସେନାପତି, ସଞ୍ଜିବ କୁମାର ଦାସ, ପ୍ରଦୀପ କୁମାର ଗଉଡ, ନୀଳକଣ୍ଠ ବେହେରା,ନିରଞ୍ଜନ ଗଉଡ, ଶୁଭମ ରୋହିଲା, ସନ୍ତୋଷ ପାତ୍ର, ଜଗତରାମ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ସାମ୍ବାଦିକ ଗୋଡ଼ରେ ବେଡ଼ି ପକାଇବା ଘଟଣାର  ଉପସ୍ଥିତ ସାମ୍ବାଦିକ ମାନେ ତୀବ୍ର ନିନ୍ଦା କରି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିବା ଦାବିରେ କଳାବ୍ୟାଚ ପରିଧାନ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀ ଙ୍କ ଉଦେଶ୍ୟ ରେ  ଉଦଘାଟିତ ହେଲା ମସଜିଦ୍ 

Sunil Chandra Nayak

ଧର୍ମଗଡ ରେ ଆଜି ଠାରୁ ଆରମ୍ଭ ହେଲା ଜଗତ ଜନନୀ ମା ଦୂର୍ଗା ଙ୍କର ନବଦିନାତ୍ମକ ପୁଜା..ସହର ଉତ୍ସବ ମୁଖର

Sunil Chandra Nayak

ଆସନ୍ତା କାଲି ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକରେ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!