ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜିଠାରୁ ଶ୍ରୀ ଶ୍ରୀ ବଳଦେବ ଜିଉ ଙ୍କ ମନ୍ଦିରରେ ଅବଢା ଆରମ୍ଭ.

ଢେଙ୍କାନାଳ -: ତା ୧୨.୦୭.୨୨ରିଖ/ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ଙ୍କ ମନ୍ଦିରରେ ଆଜିଠାରୁ ଅବଢ଼ା ଭୋଗ ପୂଜା କରାଯାଇ ଭକ୍ତମାନେ ପ୍ରସାଦ ପାଇଛନ୍ତି । ସକାଳୁ ସକାଳୁ ମଙ୍ଗଳ ଆଳତୀ କରାଯାଇ ଦ୍ଵାରପାଳ ପୂଜା ଜ ପ୍ରାତଃ ରୁ ଦାନ୍ତ ଘସା ଓ ମହାସ୍ନାନ ପରେ, ବତ୍ସ ଫୁଲହାର ଓ ତୁଳସୀ ହାର ଲାଗି କରାଯାଇ ଥିଲା । ପରେ ବହ୍ଲବ ଭୋଗ ଖେଚୁଡ଼ି ଭୋଗ ମଧ୍ୟାନରେ ଅନ୍ନଧୂପ ଓ ସଂନ୍ଧାରେ ଆଳତୀ ଓ ରାତ୍ର ଧୂପ ହୋଇ ପହଡ ପଡିଥାଏ । ପୂଜକ ଶିବତ୍ସ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା ଓ ମନ୍ଦିରର ଜିମାଜାର ଶ୍ୟାମ ସୁନ୍ଦର ପାଣୀ ଙ୍କ ଉପସ୍ତିତିର ଆଜିଠାରୁ ଅବତା ଭୋଗ ଲାଗି କରାଗଲା ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବୁଢ଼ାରଜା ମଞ୍ଚରେ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ପୂଜା ଜ୍ୱେଲସ ଦୋକାନୀ ହାତରୁ ଅଳଙ୍କାର ବ୍ୟାଗ ଲୁଟି ନେଲେ ଦୁର୍ବୃତ୍ତ

ମାନଝରୀ ବିଦ୍ୟାଳୟ ଠାରେ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!