ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଟେବୁଲ ଟପ ଏକ୍ସରସାଇଜ

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଟେବୁଲ ଟପ ଏକ୍ସରସାଇଜ

ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ସଦଭାବନା ସଭାଗ୍ ଭାଗୃହ ଠାରେ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ ପରିଚାଳନା ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହୋଇଯାଇ ଯାଇଛି। ଏଥ୍ ସହିତ ଜିଲ୍ଲାର ୧୪ ଗୋଟି ବ୍ଲକ ଏବ ବ୍ଲକ ଏବଂ ଚାରିଗୋଟି ପୌରପାଳିକା ରେ ମଧ୍ଯ ଟେବୁ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀ ଶ୍ରୀ ଭି. କୀର୍ତି ଭାଶନଙ୍କ ଅଧକ୍ଷତା ତାରେ ପୂର୍ବାହ୍ନ ୧୨ ଘଟିକାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଟେବୁଲ ଟପ ଏକ୍ସରସାଇଜ ରେ ଓଡିଶା ବିପର୍ଯ୍ୟୟ ପ୍ରଶମନ ପ୍ରାଧୂକରଣ ପ୍ରାଧୂକରଣ ତରଫରୁ ରୋଟୀ ପ୍ରତିଷ୍ଠାନ, ଭୁବନେଶ୍ବରର ପ୍ରଶିକ୍ଷକ ଶ୍ରୀ ଅରୁଣ କୁମ କୁମାର ସାହୁ ସମତେ ଉପଜିଲ୍ଲାପାଳ, କୋରାପୁଟ ଶ୍ରୀ ବେଣୁଧର ଶବର, ଡେପୁଟି-ଜିଲ୍ଲାପାଳ, ଜିଲ୍ଲା ଜରୁରୀ କାଳୀନ ବିଭାଗ ସନ୍ତୋଷ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧୂକାରୀ, ତହସିଲଦାର,, ଜିଲ୍ଲା ଡି.ଆର.ଆର ସି,ଶ୍ରୀ ଅବନୀ କାନ୍ତ ଭୂୟାଁ, ଓ.ଡ୍ରା.ଫ ବାହିନୀ, ସ୍ବେଛାସେବି ସଂଗଠନ, ଆପଦ ମିତ୍ର ସ୍ବେଛାସେବି, ସିଭିଲ ଡେଫେନ୍ସ, ଅଗ୍ନିଶମ ବିଭାଗ ଏବଂ ବଂ ବିଭିନ୍ନ ବିଭାଗ ବିଭାଗର ବିଭାଗୀୟ ଅଧୂକାରୀମାନେ ଯୋଗଦାନ କରିଥିଲେ ।ପ୍ରକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ଉଦ୍ଧାର କରାଯାଇପାରିବ ଏବଂ ଧାନ ଜୀବନ କ୍ଷୟକ୍ଷତି କୁ ରୋକୀ ହେବ ସେଥୂ ପ୍ରତି ଦୃଷ୍ଟି ଦେବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ ପ କରିଥିଲେ । ଏହି ଅବସରରେ ବିପର୍ଯ୍ୟୟ ସମୟରେ ବିପର୍ଯୟକୁ କିପରି ପରିଚାଳନା କରାଯାଏ ରାଯାଏ ଏବଂ ଲୋକ ମାନଙ୍କୁ ଙ୍କୁ କିପରି ଉଦ୍ଧାର କରାଯାଇଥାଏ ସେ ସମ୍ପର୍କିତ କୌଶଳ ଗୁଡିକ ଆଲୋଚନା ଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ବିଭାଗର ବିଭାଗୀୟ ଅଧୂକାରୀମାନେ ବାତ୍ୟା ନିମନ୍ତେ ନିଜ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଆଗ୍ନିଶମ ବାହିନୀ ଏବଂ ଓ.ଡ୍ରା.ଫ ବାହିନୀର କର୍ମଚାରୀ ମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥ‌ିବା ବିଭିନ୍ନ ଉପକରଣ ସମ୍ପର୍କରେ ମତବ୍ୟକୁ କରିଥିଲେ ଏବଂ ସେଗୁଡିକର କାର୍ଯ୍ୟ କ୍ଷମତା ବାବଦରେ ଅବଗତ କରାଇଥିଲେ । ପରିଶେଷରେ ଓଡିଶା ବିପର୍ଯ୍ୟୟ ପ୍ରଶମନ ପ୍ରାକରଣ ତରଫରୁ ଯୋଗଦେଇଥ‌ିବା ପର୍ଜ୍ୟବେକ୍ଷକ ଶ୍ରୀ ଅରୁଣ କୁମାର ସାହୁ ଏହି ମକ ଡ୍ରିଲଟିକୁ ନିରୀକ୍ଷଣ କରିବା ସଙ୍ଗେ ସଙ୍ଗେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାଶନ ତରଫରୁ ନିଆଯାଉଥିବା ପଦକ୍ଷେପ ଗୁଡିକର ଭୂୟିୟଶୀ ପ୍ରଶଂଶା କରିଥିଲେ ଏବଂ ବିପର୍ଯ୍ୟୟ ପ୍ରଶମନ ପାଇଁ ଜନସାଧାରଣ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ଏହି ଅବସରରେ ଆହ୍ୱାନ ଦେଇଥିଲେ ଏବଂ ପରିଶେଷରେ ଡେପୁଟି-ଜିଲ୍ଲାପାଳ, ଜିଲ୍ଲା ଜରୁରୀ କାଳୀନ ବିଭାଗ ସନ୍ତୋଷ କୁମାର ସାହୁ ଧନ୍ୟବାଦଅର୍ପଣ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ ପୋଲିସ ପ୍ରଶାସକ ସୁରେଶ ପାତ୍ରଙ୍କ ରାଇରଙ୍ଗପୁର ପୋଲିସ ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ନିଯୁକ୍ତି

Sunil Chandra Nayak

ସରସ୍ବତୀ ଶିଶୁବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ଠାରେ 74 ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ବତୀ ପୂଜା

Sunil Chandra Nayak

କୁଆପଥର ବର୍ଷାରେ ଧାନ, କପା ଚାଷ ନଷ୍ଟ , ଚିନ୍ତାରେ ଚାଷୀ 

masiha

Leave a Comment

error: Content is protected !!