ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ ସୁରକ୍ଷା ସମିତି ମାନଙ୍କରେ ବନ ମୋହତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ ନିମନ୍ତେ ସଚେତନତା ବୈଠକ 

ବନ ସୁରକ୍ଷା ସମିତି ମାନଙ୍କରେ ବନ ମୋହତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ ନିମନ୍ତେ ସଚେତନତା ବୈଠକ             

ରାୟଗଡା :- ରାୟଗଡା ଜିଲ୍ଲାର ଗୁମ୍ମା ସେକ୍ସନ ରେ ବନ ସୁରକ୍ଷା ସମିତି ମାନଙ୍କୁ ବୃକ୍ଷ ରୋପଣ ନିମନ୍ତେ ସତେଚନା ଶିବିର ଆରମ୍ଭ ହୋଇଛି।ବର୍ତମାନ ପରିସ୍ଥିତି ରେ ଜଳବାୟୁ ପରିବର୍ତନ ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ଭରସା । ତେଣୁ ପ୍ରତେକ ସଚେତନ ନାଗରିକ ନିଜ ବାଡିବାଗିଚା ରେ କିଛି କିଛି ଗଛ ଲଗାଇ ତାର ଯତ୍ନ ନେବା ଦରକାର । ଏବଂ ଏହି ଚାରା ବିଭିନ ନିକଟ ବର୍ତି ନର୍ସରି ରେ ବିନା ମୂଲ୍ୟ ରେ ଜଙ୍ଗଲ ବିଭାଗ ଦ୍ବାରା ପ୍ରଦାନ କରାଯିବ । ତେଣୁ ପ୍ରତେକ ବନ ସୁରକ୍ଷା ସମିତି ର ସଭାପତି, ସଭ୍ୟ ସଭ୍ୟା, ଗ୍ରାମବାସୀ ମାନଙ୍କୁ ବିଭିନ୍ନ କିସମର ଚାରା ଲଗାଇ ନିଜ ପରିବେଶ କୁ ସବୁଜ ସୁନ୍ଦର ରଖିବା ପାଇଁ ନିବେଦନ କରାଯାଉଛି । ଏଥିରେ ଗୁମ୍ମା ସେକ୍ସନ ର ବନପାଳ,ଡ଼ମ୍ବୁରୁ ଧର ନାୟକ ବିନରକ୍ଷୀ,ଲାବୋନ୍ୟ ମାଝୀ ଏବଂ ସ୍ବେଛାସେବୀ ସଂଗଠନ ର ଟିମ ଲିଡର ଓ ସ୍ଟାଫ୍ ସମସ୍ତ ଙ୍କ ମିଳିତ ଉଦ୍ୟମରେ ଏହି ପ୍ରଚେଷ୍ଟା କରାଯାଉଛି । ଆଗାମୀ ଦିନ ରେ ଅନେକ ବନରଖି ସମିତି ଙ୍କୁ ନେଇ ଏଭଳି ସତେଚନା କାର୍ଯ୍ୟକ୍ରମ କରାଯିବ ବୋଲି ସେକ୍ସନ ବୋନପାଳ ଡ଼ମ୍ବୁରୁ ଧର ନାୟକ କହିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶିକ୍ଷାବିତ୍ ଶତ୍ରୁଘ୍ନ ଭୂତିଆଙ୍କ ଭାବପୂର୍ଣ୍ଣ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସ୍ମୃତିସଭା -୨୦୨୩ ଅନୁଷ୍ଠିତ 

masiha

କୁମ୍ଭାରୀ ଗ୍ରାମରେ ସାପ କାମୁଡାରେ ଜଣେ ମୃତ୍ୟୁ 

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଲା ତରଫରୁ ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!