ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ ଉପସଭାପତିଙ୍କ ଇସ୍ତଫା 

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ ଉପସଭାପତିଙ୍କ ଇସ୍ତଫା 

ଲାଞ୍ଜିଗଡ, ୨୭/୦୬( ମନିସ)-ଦୀର୍ଘ ବର୍ଷ ଧରି ବିଜେଡି ଛାତ୍ରନେତା ଭାବେ ବିଭିନ୍ନ ପଦପଦବୀ ସହିତ ବିଜୁ ଛାତ୍ର ଜନତା ଦଳର ବଲାଙ୍ଗୀର ଜୋନ ଉପସଭାପତି ଦାୟିତ୍ୱରେ ଥିବା ଦେବାଶିଷ ରଞ୍ଜନ ବିଶି ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ନବୀନ ପଟନାୟକ ଓ ଦଳର ବଲାଙ୍ଗୀର ଜୋନ ସଭାପତି ଚିରାଗ ସିଂହଦେଓଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ନିଜ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଉଥିବା ନେଇ ସେ ଉଲ୍ଲେଖ କରିଛନ୍ତି। ଶ୍ରୀ ବିଶିଙ୍କ ଇସ୍ତଫା ପରେ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବିଜେପିର ଶୋକ…..

କେନ୍ଦ୍ର ସରକାର ମୁଣ୍ଡ ପିଛା ୫କେଜି ଚାଉଳ କାଟିବା ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

ଜୁନ୍ ୧ରୁ ଆମ୍ ଆଦମୀ ପାର୍ଟି ଓଡିଶାରେ ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବ : ସାଂସଦ ସଞ୍ଜୟ ସିଂହ

Leave a Comment

error: Content is protected !!