ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗୀର ଜିଲ୍ଲା ଦଳ ସମାଜ ର ହରିଶଙ୍କର ରେ ଏକ ଜିଲ୍ଲାସ୍ତରୀୟ ସଭା 

ବଲାଙ୍ଗୀର ଜିଲ୍ଲା ଦଳ ସମାଜ ର ହରିଶଙ୍କର ରେ ଏକ ଜିଲ୍ଲାସ୍ତରୀୟ ସଭା 

ବଲାଙ୍ଗୀର ଜିଲ୍ଲା ହରିଶଙ୍କର ପୀଠ ରେ ଆଜି ଦଳ ସମାଜ ର ମହା ସଭା ହୋଇ ଥିବା ବେଳେ ବିଶ୍ୱାସେ ଦଳ ସମାଜ ର କର୍ମ କର୍ତ୍ତ ଙ୍କ ନେତୃତ୍ୱ ରେ ପ୍ରଥମେ ହରିଶଙ୍କର ପାପ ନାଶିନୀ ଗଙ୍ଗା ଝରଣା ରୁ କଳସ ଯାତ୍ର ବାହାରି ପ୍ରଭୂ ହରିଶଙ୍କର ବାବା କୁ ପୂଜା କରି ସଭା ଆରଂଭ କରିଥିଲେ ଏହି ସଭାରେ ବିଶ୍ୱାସେ ଦଳ ସମାଜ ପୂର୍ବତନ କମିଟି ଙ୍କ ନେତୃତ୍ୱ ରେ ଆଜି ଚାରି ହଜାର ଲୋକ ଙ୍କ ସମାବେଶ ଥିବା ବେଳେ ଦଳ ସମାଜ ର ନବ ନିର୍ବାଚିତ ର ସଭାପତି ପ୍ରତିସିଂ ମଳିକ ସମ୍ପାଦକ ଇନ୍ଦ୍ରମଣି ଭୋଇ କୋଷାଧକ୍ଷ ବିଦ୍ୟା ଧର ଭୋଇ ଉପଦେଷ୍ଟା କମିଟି ଦୀନବନ୍ଧୁ ଥନା ପତି ମହାଶଚିପ ସୁନ୍ଦର ମାଝୀ ଉପସଭାପତି ସଦାନନ୍ଦ ବାଞ୍ଜଳକୂଅ ସହ ସମ୍ପାଦକ ଗଦାଧର ଭୂଏ ବିଶ୍ୱାସେ ଦଳ ସମାଜ ର ପାହାର ଗାଦୀ ଭାଲୁଖାଇ ସଦର ଗାଦୀ ଗମ୍ଭାରୀ ଲାତର ଗାଦୀ ଚାଚେର ବେଙ୍ଗ ନାନ୍ଧୁପଳା ଗାଦୀ ଭାନପୁର ଗାଦୀ ପାହାରଗାଦୀ କୁକୁଡ଼ା ହାଡ଼ ସର୍ଦାପୁର ପିପଲ ମୁଣ୍ଡା ମାଙ୍କର ଛୁଆଁ ଅଂଚଳ ଡାକରା ଅଂଚଳ ଏହି ପରି ଆଠ ଟି ଗାଦୀ ଏବଂ ଦୁଇଟି ଅଂଚଳ ର ସମସ୍ତ ଦଳ ସମାଜ ର ସଭ୍ୟ ସଭ୍ୟା ଉପ୍ତ ସଭା ହେମନ୍ତ ମଳିକ ଭଗବାନ କୁଆଁର କୁଶ ମାଝୀ ସାନନ୍ଦ ଭୋଇ ଭଗବାନ ଭୋଇ ହରି ଝଙ୍କାର ଶଶୀଭୂଷଣ ପୂଜାରୀ ରତ୍ନାକର ମଳିକ ବିରଞ୍ଚି ମଳିକ ଭୁବନେଶ୍ୱର ମାଝୀ କୁର୍ତ୍ତିବାସ ମାଝୀ ମାନବ ଝକର ଗୁପାଳ ଭୋଇ ମଧୁ ସୁଦନ ମାଝୀ ଉପସ୍ଥିତ ଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

କୋଷାଗୁମୁଡାଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

କାଶ୍ମୀର ପହେଲଗାମ ରେ ଉଗ୍ରପନ୍ଥୀଙ୍କ ନରସଂହାର ପ୍ରତିବାଦରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିରୀହ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ସନ୍ସାସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

masiha

ଇସ୍ପାତ ନଗରୀ ରେ ଧୁମଧାମରେ ପାଳିତ ହେଲା ଜାତୀୟ କ୍ରୀଡା ଦିବସ

Sunil Chandra Nayak

Leave a Comment

error: Content is protected !!