ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲାରେ ଲାଗିବ ୩୭ ହଜାର ତାଳ ଗଛ

ନୂଆପଡା ଜିଲ୍ଲାରେ ଲାଗିବ ୩୭ ହଜାର ତାଳ ଗଛ

ନୂଆପଡା – ଚଳିତ ବର୍ଷ ନୂଆପଡା ଜିଲ୍ଲାରେ ୩୭ ହଜାର ତାଳ ଗଛ ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଖଡ଼ିଆଳ ଡିଏଫଓ ଅଜିଜ୍ ଖାଁ କହିଛନ୍ତି l ପୁଣି ଜିଲ୍ଲାରେ ବିଭିନ୍ନ ପ୍ରକାରର ୭ ଲକ୍ଷ ୫୦ ହଜାର ଚାରା ରୋପଣ କରା ଯିବ ବୋଲି ଜଣାଇଛନ୍ତି l ଆଜି ନୂଆପଡା ଜିଲ୍ଲା ତରବୋଡ ନବୋଦୟ ବିଦ୍ୟାଳୟରେ ଆୟୋଜିତ ବନମହୋତ୍ସବରେ କହିଛନ୍ତି l ତରବୋଡ ନବୋଦୟ ବିଦ୍ୟାଳୟରେ ଆୟୋଜିତ ବନ ମହୋତ୍ସବରେ ଖଡ଼ିଆଳ ଡିଏଫଓ ଅଜିଜ ଖାଁ, କୋମନା ରେଞ୍ଜର ଦେବଦତ୍ତ ସୁତାର, ଫରେଷ୍ଟର ଗୋପାଳ ମହାନନ୍ଦ, ଫରେଷ୍ଟର ସମୀର କାନ୍ତ ଠାକୁର, ଫରେଷ୍ଟ ଗାର୍ଡ ଲକ୍ଷ୍ମୀଧର ଘିଭେଲା, ବିଜୁଲ ରାଉତ ରାୟ, ଘଷିଆନ ପୋଡ଼, ଶଶିଧର ଟାଣି,ଉତ୍ତମ ମେହେର, ଉଦିତ ମିଶ୍ର, ବନ୍ୟ ପ୍ରାଣୀ ୱାଡେନ ମାୟାଧର ସରାଫ, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା, ଜୟ ଦେବ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୀର୍ଘ ବର୍ଷର ଅନ୍ତ ଘଟାଇ ପରୀକ୍ଷା ମୁଳକ ଭାବେ ଗଡିଲା ଅନୁଗୁଳ-ଡୁବୁରି ରେଳଲାଇନ ଉପରେ ମାଲବାହି ଟ୍ରେନ

Sunil Chandra Nayak

ଆନ୍ତର୍ଜାତିକ ମହିଳା ଦିବସ ପକ୍ଷ ପାଳନ ଅବସରରେ “ଚିଲିକା ତାଲୁକ ଆଇନ୍ ସେବା କମିଟି” ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁପଟି ନିକଟରେ ଦୁର୍ଘଟଣା

Sunil Chandra Nayak

Leave a Comment

error: Content is protected !!