ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା = ବର୍ଷା

॥ ବର୍ଷା ॥

 

  ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ପାହାଡ଼େ ପାହାଡ଼େ ସ୍ୱପ୍ନ ସବୁ
     ଆସେ_ବର୍ଷାରେ॥
ବର୍ଷାରେ ନାଚୁଥାଏ
 ଚିତ୍ରିତ ରଂଗର ଖେଳଣା
ଖେଳଣା କ’ ଣ କେବଳ
 ପିଲାଦିନେ ଲୋଡ଼ା ହୁଏ !
 ସମୟ ବିତାଇବାରେ
 ଦୁଃଖ ରଂଗର
 ଛବିରେ ଲେଖାଥାଏ
ଫର୍ଦ୍ଦ ଫର୍ଦ୍ଦ ଧୂଆଁଳିଆ ସୁର ।
ମୁଁ’ତ
 ସବୁବେଳେ ବାହାରେ:
 ବର୍ଷାର ଛନ୍ଦରେ
 କବିତା ଲେଖାର
      ପଟୁଆରରେ ॥
ତମ ଗଭାରେ 
  ଇନ୍ଦ୍ରଧନୁ ପିନ୍ଧେଇବି ବୋଲି 
    କେବେଠୁ…….
ଅପେକ୍ଷା କରିଚି ॥
 

କୋଲନରା,ରାୟଗଡ଼ା ଜିଲ୍ଲା

 ମୋ._୮୯୧୭୩୨୪୫୨୫
.

Related posts

ନର୍ମଦା ନାୟକ ଙ୍କ କବିତା = ଶ୍ରମିକ

ସୁରଥ କୁମାର ରାଉତ ଙ୍କ କବିତା _ _ ରଙ୍ଗ _ _

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା // ସକାଳର ଜଣାଣ // ହେ ପରେମଶ୍ବର

Sunil Chandra Nayak

Leave a Comment

error: Content is protected !!