ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ତଥା ଧର୍ମପ୍ରାଣ ଦଂପତି ପ୍ରଭାତ ଖଟୁଆ ଓ ଦମୟନ୍ତୀ ଖଟୁଆଙ୍କୁ ଜନ୍ମ ଜୟନ୍ତୀରେ ସମ୍ୱର୍ଦ୍ଧନା

ଆଦର୍ଶ ତଥା ଧର୍ମପ୍ରାଣ ଦଂପତି ପ୍ରଭାତ ଖଟୁଆ ଓ ଦମୟନ୍ତୀ ଖଟୁଆଙ୍କୁ ଜନ୍ମ ଜୟନ୍ତୀରେ ସମ୍ୱର୍ଦ୍ଧନା

କଟକ : କଟକ ସଦର ୪୨ ମୌଜା ଝାରକଟା ଗ୍ରାମର ବିଶିଷ୍ଟ ସମାଜସେବୀ ପ୍ରଭାତ ଖଟୁଆଙ୍କ ୬୨ ତମ ଓ ତାଙ୍କର ସହଧର୍ମିଣୀ ଦକ୍ଷ ଅଙ୍ଗନୱାଡ଼ି କର୍ମୀ ଦମୟନ୍ତୀ ଖଟୁଆଙ୍କ ୬୦ ତମ ଜନ୍ମ ଜୟନ୍ତୀରେ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛ । ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ତଥା ଭଏସ ଅଫ ମିଡିଆର ଉପଦେଷ୍ଟା ବରିଷ୍ଠ ସଂଗ୍ରହାକ ନାରାୟଣ ଚନ୍ଦ୍ର ମହାନ୍ତି ଓ ସ୍ଥାନୀୟ ବାସିନ୍ଦା ତାଙ୍କ ବାସଭବନରେ ପହଂଚି ଶୁଭେଛା ଜଣାଇବା ସହ ଏହି ଆଦର୍ଶ ଧର୍ମପ୍ରାଣ ଦଂପତିଙ୍କୁ ସମ୍ବର୍ଦ୍ଧିନା ପ୍ରଦାନ କରିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଭାରତ ସରକାର ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଅନିତା କର୍ଣ୍ଣଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ

Sunil Chandra Nayak

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରି ନିମନ୍ତେ ପ୍ରସ୍ତୁତି ବୈଠକ 

masiha

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!