ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ଦଫା ଦାବୀ ନେଇୱାର୍ଡ କୋଡ଼ିନେଟର ଙ୍କ ଏନଏସି ଇ ଓ ଙ୍କୁ ଦାବିପତ୍ର ପ୍ରଦାନ

୩ଦଫା ଦାବୀ ନେଇୱାର୍ଡ କୋଡ଼ିନେଟର ଙ୍କ ଏନଏସି ଇ ଓ ଙ୍କୁ ଦାବିପତ୍ର ପ୍ରଦାନ 

ଜୁନାଗଡ଼୨୪/୭( ମ ନି ସ )ନିଖିଳ ଓଡିଶା ପୌର ୱାର୍ଡ କୋର୍ଡିନେଟର ସଙ୍ଘ ତରଫରୁ ତିନି ଦଫା ଦାବୀ ନେଇ ରାଜ୍ୟ ବ୍ୟାପି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଦାବିପତ୍ର ପ୍ରଦାନ କରା ଯାଉଥିବା ବେଳେ ଆଜି ଜୁନାଗଡ଼ ଏନ ଏ ସି ର ସମସ୍ତ ୱାର୍ଡ କୋର୍ଡିନେଟର ଇ ଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।ଏହି ୱାର୍ଡ କୋର୍ଡିନେଟର ଚୟନ ପ୍ରକ୍ରିୟା ଶେଷ ହୋଇ ପ୍ରାୟ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତି ମିଳି ନାହଁ lଏଥିନେଇ ନିଯୁକ୍ତି ଦେବା, ବକେୟା ଦରମା ପ୍ରଦାନ ଏବଂ ନିୟମିତ କରିବା ଏହିପରି ତିନି ଦଫା ଦାବୀ ନେଇଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ୍ୟରେ ଏନ ଏ ସି ଇ ଓ ଙ୍କୁ ପ୍ରଦାନ କରିଥିଲେ lଏହା ପୂରଣ ନହେଲେ ଆସନ୍ତା ଜୁଲାଇ ୨୯ତାରିଖ ରେ ବିଧାନସଭା ଚାଲ ଡାକରା ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ଏନ ଏ ସି ର ୧୨ ଗୋଟି ୱାର୍ଡ ର ସମସ୍ତ ୱାର୍ଡ କୋ ର୍ଡିନେଟର ଉପସ୍ଥିତ ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

୧- ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ , ଶିକ୍ଷକ ବୈଠକ ,୨- ଆବାସ ପାଇବାରୁ ବଞ୍ଚିତ ହିତାଧିକାରୀ ମାନେ ପିଓ ଘର କାଟି ଥିବାନେଇ କଲେ ଅଭିଯୋଗ

Sunil Chandra Nayak

ଜୁନାଗଡ଼ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ର ଏଡ୍ସ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

Leave a Comment

error: Content is protected !!