ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାମନ୍ଦିରରେ” ଜ୍ଞାନ ବିଜ୍ଞାନ ମେଳା ” ଅନୁଷ୍ଠିତ

ବିଦ୍ୟାମନ୍ଦିରରେ” ଜ୍ଞାନ ବିଜ୍ଞାନ ମେଳା ” ଅନୁଷ୍ଠିତ

କାମାକ୍ଷାନଗର (ମନିସ )27/7/24 // ପାଠପଢା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଅନ୍ୟ ବିଷୟରେ ବୌଦ୍ଧିକ ଜ୍ଞାନ ଅର୍ଜନ ହେବା ଲକ୍ଷ୍ୟ ନେଇ ଦିନିକିଆ ଆୟୋଜନ ହୋଇଛି ଜ୍ଞାନ ବିଜ୍ଞାନ ମେଳା,ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କାମାକ୍ଷାନଗର ତରଫରୁ ପ୍ରଧାନ ଆଚାର୍ଯ୍ୟ ବିପ୍ରଚରଣ ଦାସ ଓ ସହ ପ୍ରଧାନ ଆଚାଯ୍ୟ ପ୍ରମୋଦ କୁମାର ମିଶ୍ର ତତ୍ବାବଧାନରେ ଉଦଘାଟନ କାଯ୍ୟକ୍ରମରେ ମୂଖ୍ୟ ଅତିଥି ସୁରେନ୍ଦ୍ର ବେହେରା,ପ୍ରଧାନ ଶିକ୍ଷକ ,ବାଇସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ,ଓ ବନଲତା ସାହୁ ପ୍ରଧାନ ଶିକ୍ଷୟିତ୍ରୀ ଆଳତୁମା ଉଚ୍ଚ ବିଦ୍ୟାଳୟ ,ସଂପାଦକ ଶ୍ରୀକାନ୍ତ କୁମାର ସ୍ବାଇଁ,ସହସ୍ୟାଶ୍ରୀମତି ସୁସେଲି ଦେହୁରୀ ଓ ସଂଧ୍ୟାରାଣୀ ବରାଳ ଯୋଗଦେଇଥିଲେ,ଏହି ମେଳାରେ ସ୍ବତନ୍ତ୍ର ପ୍ରକଳ୍ପପ୍ରଥମରେ 56,ଦ୍ବିତୀୟରେ 37 ଓ ତୃତୀୟରେ 45,କିଶୋର ବର୍ଗରେ ବିଜ୍ଞାନ 14 ଗଣିତ 19,ବାଲବର୍ଗ ବିଜ୍ଞାନ 35 ଗଣିତ 25,ଶିଶୁବର୍ଗ ବିଜ୍ଞାନ 51 ଓଗଣିତ 12 ଟି ପ୍ରଦର୍ଶତ ହୋଇଥିଲା,ବିଚାରକ ମଣ୍ଡଳୀରେ 12ଜଣ ଥାଇ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା, ଜିଲ୍ଲାବିଜ୍ଞାନ ନିରିକ୍ଷକ ଲକ୍ଷ୍ମୀକାନ୍ତ ମହନ୍ତ ଉପସ୍ଥିତ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ମହାପାତ୍ର,ବିଦ୍ୟାମନ୍ଦିରର ସଭାପତି ସଂଜୟ କୁମାର ମିଶ୍ର, କୋଷାଧ୍ୟକ୍ଷ ମଙ୍ଗୁଳୁ ଚରଣ ସିଂ, ବିଦ୍ୟାମନ୍ଦିର ସଂକୁଳ ପ୍ରମୁଖ ଜ୍ଞାନରଂଞ୍ଜନ ମିଶ୍ର ଉଦ୍ଯାପନ କାଯ୍ୟକ୍ରମରେ ମଞ୍ଚାସିନ ଅତିଥି ଭାବେ ଯୋଗଦାନ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମୋବାଇଲକୁ ଲିଙ୍କ ଆସି ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ 

Sunil Chandra Nayak

ଦୁର୍ନୀତି ବିରୋଧୀ ଅଭିଯାନ ର ଜିଲ୍ଳାସ୍ତରୀୟ ବୈଠକ

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ 

Sunil Chandra Nayak

Leave a Comment

error: Content is protected !!