ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂଜ୍ୟ ପ୍ରପତିଙ୍କ ଜନ୍ମଶତ ବାର୍ଷିକୀ ଓ ଆଲୋଚନା ଚକ୍ର 

ପୂଜ୍ୟ ପ୍ରପତିଙ୍କ ଜନ୍ମଶତ ବାର୍ଷିକୀ ଓ ଆଲୋଚନା ଚକ୍ର 

କଟକ : କଟକ ସଦର ୪୨ ମୌଜା ସ୍ଥିତ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ଅନୁକୁଲ୍ୟରେ ମିରାମିକା ପାଠଚକ୍ର ପ୍ରାଙ୍ଗଣରେ ପୂଜ୍ୟ ପ୍ରପତୀଙ୍କ ପବିତ୍ର ଜନ୍ମ ଶତ ବାର୍ଷିକୀ ଉପଲକ୍ଷେ ଶ୍ରୀ ଅରବିନ୍ଦ ପାଠଚକ୍ରର ଆୟୋଜନ କରାଯାଇଛି । ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ କାବ୍ୟର ଆଲୋଚନା କରାଯାଇ ଶ୍ରୀ ପ୍ରପତୀଙ୍କ ରଚନା ସଂଗ୍ରହ ପୁସ୍ତକ ଉପରେ ଆଲୋଚିତ କରାଯାଇଛି । କାର୍ଯ୍ୟକ୍ରମରେ ପାଠଚକ୍ରର ସମ୍ପାଦିକା ତଥା ଅରବିନ୍ଦଙ୍କ ଦର୍ଶନରେ ଅନୁପ୍ରାଣିତ ବରିଷ୍ଠ କଵୀ ସରୋଜ ନଳିନୀ ପରିଜା,ଅନୁଷ୍ଠାନର ମୁଖ୍ୟ ସଂଚାଳକ ତଥା ଭଏସ ଅଫ ମିଡିଆ କଟକ ଜିଲ୍ଲାର ଉପଦେଷ୍ଟା ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି,କୈବଲ୍ୟ ଜେନା,ରସା ନନ୍ଦ ଲେଙ୍କା,ନିକୁଞ୍ଜ ବିହାରୀ ମହାନ୍ତି,କାଳନ୍ଦୀ ଚରଣ ସେନାପତି,ରଶ୍ମିତା ପତି,ଚିନ୍ତା ମଣି ସାହୁ,ଗାୟତ୍ରୀ ପତି,ଶ୍ରବନ୍ତିକା ମହାନ୍ତି ଓ ସୃଷ୍ଟି ଦାସ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାୟଗଡା ବ୍ଳକ ରେ ବୁଥ ସ୍ତରୀୟ ଅଧିକାରୀଙ୍କ ତାଲିମ

masiha

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଗାନ୍ଧିଜୀଙ୍କ ତିରୋଧନ ଦିବସ ପାଳିତ

Sunil Chandra Nayak

ଡିପିଏଲ କ୍ରିକେଟ ଖେଳର ଚମ୍ଫିୟନ ହେଲା ରୟାଲ ଷ୍ଟ୍ରାଇକର ଦଳ 

masiha

Leave a Comment

error: Content is protected !!