ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିବେକାନନ୍ଦ ହଲର ଉଧ୍ଘଟାନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା

ବିଷମ କଟକ– ରାୟଗଡ଼ା ଜିଲ୍ଲାରେ ଶିକ୍ଷ୍ୟାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ତା ସହ ରାମକୃଷ୍ଣ ମିଶନ ଭଳି କିଛି ସ୍ବେଛାସେବୀ ସଙ୍ଗଠନ ସେହି ଧାରା କୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିଚାଲିଛନ୍ତି।

ରାୟଗଡା ଭଳି ଏକ ପଛୁଆ ଜିଲ୍ଲାରେ ଆଦିବାସୀ ଛାତ୍ର ଓ ଛାତ୍ରୀଙ୍କୁ CBSE ମାଧ୍ୟମରେ ଶିକ୍ଷା ଦେଉ ଥିବା ସଙ୍ଗଠନ ହେଲା ହାଟମୁନିଗୁଡାରେ ଥିବା ରାମକୃଷ୍ଣ ମିଶନ ସ୍କୁଲ। ରାମକୃଷ୍ଣ ମିଶନ ଆଶ୍ରମର ବିବେକାନନ୍ଦ ହଲର ଉଧ୍ଘଟାନରେ ମାନ୍ୟବର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ସହ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଯୋଗ ଦାନ।

ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଏହି ବିବେକାନନ୍ଦ ହଲର ଉଧ୍ଘଟାନ କରିଥିଲେ। ତା ସହ ସେ ରାମକୃଷ୍ଣ ମିଶନ ଆଶ୍ରମର ଭ୍ରମଣ କରିଥିଲେ। ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ପନିପରିବା ମଣ୍ଡି ଖୋଲିବା ନେଇ କୃଷ୍ଣ ନାଗଙ୍କ ବଗିଚାକୁ ଉପ ଜିଲ୍ଲାପାଳ ଗ୍ରସ୍ତ

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ରେ ତବଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ଶୌଚ ହେବା କୁ ନଦୀ କୁ ଯାଇ ପାଣି ରେ ପଡି ବୃଦ୍ଧ ମୃତ

Sunil Chandra Nayak

Leave a Comment

error: Content is protected !!