ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଲନରା କୁ ଏକ ସର୍ବଶେଷ୍ଟ ବ୍ଲକରେ ପରିଣତ କରିବାକୁ ଅୱାନ

ବିଷମ କଟକ- ଆଜି ତା ୧୩/୦୪ ରିଖରେ କୋଲନରା ପଞ୍ଚାୟତ ସମିତି ବୈଠକରେ ମାନ୍ୟବର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ଯୋଗଦାନ। ଏହି କାର୍ଯ୍ୟକମରେ ନୁତନ ନିର୍ବାଚିତ ହୋଇଥିବା ପର୍ତିନିଧି କୁ ସ୍ଵାଗତ କରାଯାଇଥିଲା ।

ତାଙ୍କୁ ଉତ୍ସାହ ଆଉ ଦିଗ୍ଦର୍ଶନ୍ ଦେବା ପାଇଁ କୋଲନରା ପଞ୍ଚାୟତ ସମିତି ବୈଠକରେ ଆଜି ମାନ୍ୟବର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ଯୋଗ ଦେଇ ଥିଲେ। ଶ୍ରୀଯୁକ୍ତ ଜଗନ୍ନାଥ ସାରକା କହିଥିଲା ଆମେ କେମିତି କୋଲନରା ବ୍ଲକ କୁ ଏକ ସର୍ବଶେଷ୍ଟ ବ୍ଲକରେ ପରିଣତ କରିବାକୁ ଅୱାନ କରିଥିଲା।ଆଉ କହିଥିଲେ କି ରାଜ୍ୟ ସରକାର ର ଯେତେ ସବୁ ଜନ କଲ୍ୟାଣ ଯୋଗାଣ କୁ ପହଞ୍ଚି ବାକୁଆହ୍ବାନ ଦେଉଥିଲେ।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଜାମଦାରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

କୋକସରା ଠାରେ ହନୁମାନ ଜୟନ୍ତୀ ପାଳିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ନୂଆ ତରକାରୀ

Sunil Chandra Nayak

Leave a Comment

error: Content is protected !!