ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଜୁନାଗଡ଼ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଜୁନାଗଡ଼,୧୬/୮(ମନିସ)ଜୁନାଗଡ଼ ସହର ଓ ଅଖାପଖ ଅଂଚଳରେ ସମାରୋହରେ ୭୮ତମ ସ୍ୱାଧିନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏନଏସି ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କମିଟି ତରଫରୁଏହି ଅବସରରେ ସହରର ପ୍ରତ୍ୟୁଷରୁ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତ ଫେରି, ରାମଧୁନ ଗାନ ସହ ମହାପୁରୁଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ଏନଏସି ସ୍ଥରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗରପାଲ ମୁକେଶ ଅଗ୍ରୱାଲ ଯୋଗଦେଇ ଜାତୀୟପତାକା ଉତ୍ତୋଳନ କରି ସମ୍ବିଳିତ ପ୍ୟାରେଡ଼କୁ ଅଭିବାଦନ ଗ୍ରହଣ କରିଥିଲେ।ଭାରତର ସ୍ବାଧୀନତା ପାଇଁ ଆମର ମହାପୁରୁଷ ମନେ ନିଜ ଜୀବନ କୁ ବଳିଦାନ ଦେଇଛନ୍ତି,ଆଣି ସ୍ୱାଧୀନ ଭାରତରେ ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସମାଜ ବିକାଶ ରେ ସମସ୍ତେ ମିଳିତ ଭାବେ କାର୍ଯ୍ୟକରିବାକୁ ଏହି। ପବିତ୍ର ଦିବସରେ ସଂକଳ୍ପ ନେବା ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରି ବା ସହ ସମସ୍ତଙ୍କୁ ଆହ୍ୱାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଳ, ଉପାଧକ୍ଷ୍ୟା ହିମାଦ୍ରୀ ନାଏକ ଓ ସମସ୍ତ ପାରିଷଦ ଉପସ୍ଥିତ ରହି ଥିଲେ। ସମ୍ବିଳିତ ପ୍ୟାରେଡ଼ ପ୍ରତିଯୋଗିତାର ୨୫ ଗୋଟି ଦଳ ଭାଗନେଇଥିଲେ।ଏଥିରେ ପ୍ରଥମ ସ୍ଥାନ ଗ୍ରହଣ କରି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଂଗପୁରଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ 

Sunil Chandra Nayak

ଦୁର୍ଗନ୍ଧ ମୟ ପରିବେଶ ରେ ଚାଲିଛି ପ୍ରକଳ୍ପ ସ୍ବାସ୍ଥ୍ୟ ସେବା

masiha

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ମଞ୍ଚରେ ସମ୍ବର୍ଦ୍ଧିତ ହେଲେ ଜଗତସିଂହପୁର ର ସାମ୍ବାଦିକ

Sunil Chandra Nayak

Leave a Comment

error: Content is protected !!