ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣି ମ, ରାମପୁରରେ ମାଓ ବ୍ୟାନର !

ଭବାନିପଟଣା -:( ରଜନୀ ମିଶ୍ର ଙ୍କ ରିପୋର୍ଟ) କିଛି ଦିନର ନୀରବତା ପରେ ପୁଣି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ନିକଟସ୍ଥ ତୁଜୁଙ୍ଗ ଗାଁ ନିକଟ ରେ ଥିବା ଏକ ଗଛରେ ଲାଗିଛି ମାଓ ବ୍ୟାନର। ତୁଜଙ୍ଗ ଗାଁ ରେ ଥିବା ଶ୍ରୀ ଏଜୁକେସନ ନାମକ ଶିକ୍ଷା ଅନୁଷ୍ଠାନ କୁ ଟାର୍ଗେଟ କରିଛନ୍ତି ମାଓବାଦୀ। ବ୍ୟାନର ରେ ଶ୍ରୀ ଏଜୁକେସନ ରେ ପାଠ ପଢୁଥିବା ଝିଅମାନଙ୍କୁ ଶାରିରୀକ ନିର୍ଯ୍ୟାତନା ଦିଆଯାଉଥିବା ବେଳେ ଅଭିଯୋଗ କଲେ ଜୀବନ ରେ ମାରିଦେବାକୁ ଧମକ ଦିଆଯାଇଛି,ଏଥି ପ୍ରତି ସରକାର ପଦକ୍ଷେପ ନେବା ସହ ଝିଅ ମାନଙ୍କୁ ସୁରକ୍ଷା ଦେବା ପାଇଁ ସିପିଆଇ ମାଓବାଦୀ ପକ୍ଷରୁ ବ୍ୟାନର ମରାଯାଇଥିବା ଉଲ୍ଲେଖ ରହିଛି। ଆଜି ର ଏହି ପୋଷ୍ଟର ପରେ ଅଞ୍ଚଳ ରେ ପୁଣି ଚର୍ଚ୍ଚା ଜୋର ଧରିଛି ।

Related posts

ରାଇରଙ୍ଗପୁର ଗଢ ଗ୍ରାମରେ ଅପରାହ୍ନରେ କଳାକନା ବୁଲାଇଲେ ଦୁବୃର୍ତ୍ତ; ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଧରି ଚମ୍ପଟ

Sunil Chandra Nayak

ଗଣମାଧ୍ୟମ ନଜର ରେ ପୁଜାରୀଗୁଡ଼ା _ ହରଡ ଘଣା ରେ ଯୋଗାଣ ସହାୟକ

Sunil Chandra Nayak

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ତୃତୀୟ ଦିବସ

Sunil Chandra Nayak

Leave a Comment

error: Content is protected !!