ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ର ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ

ନୂଆପଡା ସଦର ବ୍ଲକ ସ୍ଥିତ ପତୋରା ଡାକବଙ୍ଗଳା ଠାରେ ଆଜି ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଲୋକନାଥ ମହାପାତ୍ର ଙ୍କ ସଭାପତିତ୍ୱ ରେ ଏକ ସାଧାରଣ ବୈଠକ ହୋଇଥିଳା l ଅନୁଷ୍ଠିତ ବୈଠକରେ ସଂଘର ବିକାଶ ଦିଗରେ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ପ୍ରସ୍ତାବ ମାନ ଗୃହୀତ ହୋଇଥିଲା l ପ୍ରଥମେ ନୂଆପଡା ଜିଲ୍ଲା ସମ୍ପାଦକ ଦିପକ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ସଂଘର ଜିଲ୍ଲା ସମ୍ପାଦକ ସୁଜିତ କୁମାର ପ୍ରଧାନ ସଂଘର କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରୀୟ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ କୋଷାଧକ୍ଷ ପବିତ୍ର ମୋହନ ପ୍ରଧାନ କାର୍ଯ୍ୟକାରୀ ସଭାପତି ଅଜିତ କୁମାର ଯୋଶୀ ଙ୍କ ସମେତ ରୁଦ୍ର ରାଜ ବାଗ, ଦେବାନନ୍ଦ ତାଣ୍ଡି, ରିଣ୍ଟୁ ପୁରୋହିତ, ମନୋଜ କୁମାର ଶଗରିଆ, ଜଗରନାଥ ସାଗର, ସତୀଶ ଯୋଶୀ, ଶାମ୍ବ ସରାଫ, ମିନିକେତନ ନାଏକ, ବିହାରିଲାଲ ଜଗତ, ପତ୍ରବନ୍ଧୁ ବାଗ, ସୁରେନ୍ଦ୍ର ତିୱାରୀ, ଧର୍ମେନ୍ଦ୍ର ପୁରୋହିତ, ହେରମ୍ବ ମେହେର, ମାଧବ ପ୍ରସାଦ ସାହୁ,ସମେତ ଏନ.ଡି. ଜେ. ୟୁ ର ପଦାଧିକାରୀ ଶ୍ରୀ ସୁଶାନ୍ତ କର ଯୋଗଦାନ କରିଥିଲେ l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଡ଼ାବୁଗାଁ ରେ ଧାନ ମଣ୍ଡି ଉଦଘାଟିତ

Sunil Chandra Nayak

ଶ୍ରୀନିବାସ ପଣ୍ଡା ଙ୍କ ଗଳ୍ପ ଝିଅ ନୁହେଁ ସେ ହୀରାଟିଏ

Sunil Chandra Nayak

ରାୟଗଡା ପୁଲିସ କୁ ମିଳିଛି ବଡ ସଫଳତା

Sunil Chandra Nayak

Leave a Comment

error: Content is protected !!