ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ଲାଷ୍ଟିକ ବ୍ୟବହାର କୁ ନେଇ ଯୁବକ ଙ୍କ ଅଭିନବ ସଚେତନତା

ପ୍ଲାଷ୍ଟିକ ବ୍ୟବହାର କୁ ନେଇ ଯୁବକ ଙ୍କ ଅଭିନବ ସଚେତନତା

ବର୍ତ୍ତମାନ ପ୍ଲାଷ୍ଟିକ ଯେପରି ଜୀବନର ଏକ ଅଂଗ ହୋଇଯାଇଛି।ବିନା ପ୍ଲାଷ୍ଟିକ ରେ ଏବେ ଚଳିବା ମୁସ୍କିଲ। ବିଭିନ୍ନ ଖାଦ୍ୟ ଓ ପାନୀୟ ପ୍ଲାଷ୍ଟିକ ପ୍ୟାକେଟରେ ଉପଲବ୍ଧ।ମାରାତ୍ମକ ରୋଗ କ୍ୟାନସର ପାଇଁ ପ୍ଲାଷ୍ଟିକ ବ୍ୟବହାର ସାମଗ୍ରୀ ଏକ ପ୍ରମୁଖ କାରଣ ଭାବରେ ଉଭା ହୋଇଥିବା ବେଳେ ଏବେ ପ୍ଲାଷ୍ଟିକ ଠାରୁ ନିଜକୁ ମୁକ୍ତ କିପରି ରଖାଯାଇ ପାରିବ ସେନେଇ ଅଭିନବ ସଚେତନତା ଆରମ୍ଭ କରିଛନ୍ତି କଳାହାଣ୍ଡି ଧର୍ମଗଡ ବ୍ଲକ ବୋକ୍ରାସିଲ୍ ଗ୍ରାମର ଜଣେ ଯୁବକ ରୁକଚନ୍ ମାଝୀ । ସେ ବିଭିନ୍ନ ମେଳାହେଉକି ଭିଡ ଅଂଚଳରେ ଦେହରେ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ଦ୍ବାରା ନିଜକୁ ସଜାଇ ଲୋକଙ୍କୁ ସଚେତନ କରାଉଛନ୍ତି ।

 ସଂପ୍ରତି ପ୍ଲାଷ୍ଟିକ୍ ବର୍ଜନ ସହ ପରିଚ୍ଛନ୍ନତାକୁ ସଂକଳ୍ପ ଭାବେ ଗ୍ରହଣ କରି ପରିବେଶକୁ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ରଖିବା ନେଇ ସଚେତନତା ସୃଷ୍ଟି ଉପରେ ବିଭିନ୍ନ ମହଲରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଧର୍ମଗଡ ଅଞ୍ଚଳର ଯୁବ ସାମ୍ୱାଦିକ ରୁକଚନ୍ ମାଝୀ ଙ୍କ ଏଭଳି ନିଆରା ପ୍ରୟାସ କୁ ସର୍ବସାଧାରଣ ରେ ପ୍ରଶଂସା କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କେ-୧ ଜେମ୍ସ ପାର୍କରେ ହନୁମାନ ମନ୍ଦିର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଭବ୍ୟ ଭାବେ ସମାପ୍ତ

Sunil Chandra Nayak

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

masiha

ଅଚଳ ଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ଦାବୀ, ଉପର ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ

masiha

Leave a Comment

error: Content is protected !!