ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ସବ ଜେଲ କୁ ଶନିବାର ଡିଷ୍ଟିକ ଲେଗାଲ ସର୍ଭିସ ଏଥୁରିଟି (ଓଜେ ଏସ ) ସସ୍ମିତା ନାୟକ (ଓଜେଏସ ) ଙ୍କ ସମେତ ଜିଲ୍ଲାପାଳ ସୁଧାଦେବ ସିଂ ଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ୫ ଜଣିଆ ନିରିକ୍ଷଣ ଦଳ ଖଡିଆଳ ସୟଂଶାସିତ ମହାର୍ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଫଣିନ୍ଦମ ସିଂ ଦେଓ, ଏହେଡ ସଂସ୍ଥାର ନିର୍ଦ୍ଦେଶକ ଡୋଳାମଣି ସିଂ ବାବୁ, ବରିଷ୍ଣୁ ଆଇନଜିବୀ ଅସିତ ଚନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ପରମେଶ୍ବର ବାରିକ ନିରିକ୍ଷଣ କରିଥିଲେ । ଏ ଅବସରରେ ଜେଲ କଇଦି ମାନଙ୍କ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲ। ନିରୀକ୍ଷଣ ସମୟରେ ଖଡ଼ିଆଳ ସବ ଜେଲ ର ଜେଲର ବଳରାମ ବିଶି ମାଝୀ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post