ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ସଦର ଉତ୍କଳ ବିକାଶ ପରିଷଦ ପୁନର୍ଗଠିତ : ସମାଜସେବୀ ପ୍ରଭାତ ସେଠୀ ବରେଣ୍ୟ ସଭାପତି 

କଟକ ସଦର ଉତ୍କଳ ବିକାଶ ପରିଷଦ ପୁନର୍ଗଠିତ : ସମାଜସେବୀ ପ୍ରଭାତ ସେଠୀ ବରେଣ୍ୟ ସଭାପତି 

କଟକ : ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ)ପକ୍ଷରୁ ବଂଧୁ ମିଳନ ପର୍ବ,ଆଲୋଚନା ଚକ୍ର ଓ କର୍ମକର୍ତ୍ତା ଚୟନ ଫୁଲ ମା’ ମାର୍କେଟ କମ୍ପ୍ଲେକ୍ସ କନ୍ଦରପୁରରେ ଅନୁଷ୍ଟିତ ହୋଇ ପୂର୍ବରୁ ସଭାପତି ଭାବେ କାର୍ଯ୍ୟ କରୁଥିବା ବର୍ତ୍ତମାନର କଟକ ସଦର ବିଧାୟକ ଇଂ.ପ୍ରକାଶ ଚଂଦ୍ର ସେଠୀ ସଭାପତି ପଦରୁ ଇସ୍ତଫା ଦେବା ସହ ପ୍ରଭାତ ସେଠୀ ସଭାପତି, ବିମଳ କୁମାର ପଣ୍ଡା କାର୍ଯ୍ଯକାରୀ ସଭାପତି,ଅଶୋକ କୁମାର ସାହୁ ସଂଯୋଜକ ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଏହି ପର୍ବରେ ସମ୍ବାଦିକ ବଂଧୁ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ପରିଷଦ କାର୍ଯ୍ୟ କର୍ତ୍ତା ଗୁରୁ ଆଶୋକ ପଟ୍ଟନାୟକ, ନିରଞ୍ଜନ ରାଉଳ,ରଘୁନାଥ ଚୌଧୁରୀ,ଦେବୀ ପ୍ରସାଦ ପତି,ନିରଞ୍ଜନ ରାଉଳ,ସୁରେଶ ଜେନା,ଲକ୍ଷ୍ମୀଧର ଜେନା,ପ୍ରତାପ ରାଉତ,ପ୍ରତାପ ଜେନା,ସୁରେଶ ଭାଇ,ଅନିଲ ମହାପାତ୍ର,ସରୋଜ ବାରିକ,ବାପି ନନ୍ଦ,ପ୍ରମୋଦ ସେଠୀ,ଦୁଲାଲ ବେହେରା,ନିରଞ୍ଜନ ଭୋଇ,ଦିବ୍ୟ ପୃଷ୍ଟି,ବିଷ୍ନୁ ଚରଣ ମାଦେଳି,ବଲରାମ ନାୟକ,ସଞ୍ଜୟ ସେଠି,ସଞ୍ଜୟ ସାହୁ,ମୀନକେତନ ମହାନ୍ତି,ଜୟନ୍ତ ଦାସ,ସନ୍ତୋଷ ଭୋଇ,ଦୀପକ ବେହେରା,ବାବୁଲି ପାତ୍ର,ସୁରେଶ ପ୍ରଧାନ, ସଂଘମିତ୍ରା ବେହେରା,ସରୋଜ ବାରିକ,ସନାତନ ବେହେରା,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମହାଳୀ, ଗୋକୁଳ ପ୍ରଧାନ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଉଦ୍ଭିଦ ବିଜ୍ଞାନ ଉପରେ ଡକ୍ଟରେଟ ଡିଗ୍ରୀ ହାସଲ କଲେ ବିଶ୍ୱଜିତ୍

masiha

ବାଘିଆ ପଲ୍ଲୀରେ ଛେଳି ଚିକିତ୍ସା ଶିବିର ଅନୁଷ୍ଠିତ 

masiha

ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା କୁ ନେଇଁ ଛାତ୍ରଛାତ୍ରୀ ହୋ ହଲା

masiha

Leave a Comment

error: Content is protected !!