ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ଼ ଏନ ଏ ସି ଅଧ୍ୟକ୍ଷ। ଭାବେ ଦାୟୀତ୍ବ ନେଲେ ଓପାଧ୍ୟକ୍ଷା ହିମାଦ୍ରୀ ନାଏକ 

ଜୁନାଗଡ଼ ଏନ ଏ ସି ଅଧ୍ୟକ୍ଷ। ଭାବେ ଦାୟୀତ୍ବ ନେଲେ ଓପାଧ୍ୟକ୍ଷା ହିମାଦ୍ରୀ ନାଏକ 

ଜୁନାଗଡ଼,୨୮/୧୦(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ ଏ ସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ପଦବୀ ରୁସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହେବାପରେ ଉପା ଧକ୍ଷ୍ୟା ହିମାଦ୍ରୀ ନାଏକ କାର୍ଯ୍ୟକାରୀ ଅଧକ୍ଷ ଭାବେ ଆଜି ଏନଏସି ଦାୟିତ୍ଵ ଗ୍ରହଣ କରିଛନ୍ତି।ପୂର୍ବତନ ଅଧକ୍ଷ ବିଜେପି ର ମୁକେଶ ଅଗ୍ରବାଲ ଙ୍କ ମାନମୁଖୀ କାର୍ଯ୍ୟକଳାପ ଓ କାଉନସିଲର ଙ୍କୁ। ଅଣଦେଖା କରିଥିବା ଅଭିଯୋଗ କରି ବିଜେଡି ର ୧୦ ଜଣ କାଉନସିଲର ଉପାଧକ୍ଷ୍ୟା ହିମାଦ୍ରୀ ନଏକଙ୍କ ନେତୃତ୍ୱରେ ଅନାସ୍ଥା ପ୍ରସ୍ତାବ ଗତ ଅଗଷ୍ଟ ୨୭ ରେ ଆଗତ କରିଥିଲେ । ଏହି ଅନାସ୍ଥା ଭୋଟ ୧୦ ଜଣ କାଉନସିଲର ବିଜେଡି କୁ ଭୋଟ ଦେଇଥିଲେ। ଆଜି ବିଜେଡି ରୁ ଏନ ଏ ସି ଉପାଧ୍ୟକ୍ଷ। ହିମାଦ୍ରୀ ନାଏକ ଙ୍କୁ ସରକାର ଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳ ଅଧ୍ୟକ୍ଷ। ପଦ ର ଦାୟିତ୍ବ ଦେଇଛନ୍ତି । ସେ ଏହି କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ ଙ୍କ ଠାରୁ ଗ୍ରହଣ କରିଥିଲେ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା ସବିତା ମେହେର, ପୂର୍ବତନ ନଗରପାଳ, ବିଜୟଲକ୍ଷ୍ମୀ କନ୍ଦପାନ ,ମନୀଷା ସାହୁ ,ପାରିଷଦ ହିମାଦ୍ରୀ ସିନ୍ଦୁର ପ୍ରମୁଖ ଉପସ୍ଥିତ ହୋଇ ଅଧ୍ୟକ୍ଷ୍ୟା ଙ୍କ ଦାୟିତ୍ୱ ନେବାପରେ ଜୁନାଗଡ଼ କୁ ବିକଶିତ ପାଇଁ ପ୍ରୟାସ କରିବା ପାଇଁ ମତବ୍ୟକ୍ତ କରିଥିଲେ।ସେହିପରି ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରୀ,ନୀଳକଣ୍ଠ ପୁଝାରୀ,ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଅଜାମ୍ବିଳ ପୁଝାରୀ,ସନ୍ତୋଷ ସିଂହଦେଓ, ଵାଲାଜି ଯାଦବ, ଲଷ୍ମୀ ନାଏକ ,ପୂର୍ବତନ ନଗରପାଳ ମହେଶ ସାହୁ, ନିଜର ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସତୀଶ ପ୍ରଧାନ,।ପାରିଷଦ କୁନା ଦଣ୍ଡସେନା,କାହ୍ନୁ ବୈଠାରୁ,ସଚିନ ଆନ୍ଦନୀ ,ଗୋପାଳ ଚନ୍ଦନ, କୁନି ଶବର, ପୁଷ୍ପାଞ୍ଜଳି ଦଣ୍ଡସେନା, ଚକ୍ର ବାଗ, ମିନତୀ ମାଝୀ,ସମେତ ସହରର ଜନସାଧାରଣ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଜେପର ମିଶ୍ରଣ ପର୍ବ 

masiha

ପିଣ୍ଟୁ ଦାସଙ୍କ ମାଠିଆ ଚିହ୍ନର ମାରାଥନ ପ୍ରଚାର

masiha

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!