ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟୋକିମରା ପର୍ଵ ପାଇଁ ଗଡରା ଚଢା ପୂଜାର୍ଚ୍ଚନା ସଂପନ୍ନ

ଟୋକିମରା ପର୍ଵ ପାଇଁ ଗଡରା ଚଢା ପୂଜାର୍ଚ୍ଚନା ସଂପନ୍ନ

ଜୁନାଗଡ଼,୧୧/୯(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଦାସିଗାଁ ପଞ୍ଚାୟତ ବାନ୍ଧନପଲା ଠାରେ ଆସନ୍ତା ଜାନୁଆରୀ ମାସ ୧୨ ତାରିଖ ଦିନ ଆଦିବାସୀ ସମ୍ପ୍ରଦାୟର ଟୋକିମରା ପର୍ଵ ଅନୁଷ୍ଠିତ ହେବ।ତେବେ ଏ ନେଇ ଆଜି ବାନ୍ଧନପଲା ଠାରେ ରୀତିନୀତି ପରମ୍ପରା ଅନୁଯାୟୀ ଗଡରା ଚଢା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବହୁ ଗୃମେନ ବାମନ ଦେଇ ମାଝୀ, ଦିଶାରୀ ବିରିସିଂ ମାଝୀ, ଗ୍ରାମର ଗୌନ୍ତିଆ ଦିପ୍ତିରଞ୍ଜନ ପ୍ରହରାଜ,ନାରାୟଣ ପାଢ଼ୀ, ସମ୍ପାଦକ ଜ୍ୟୋତି ସିଂ ମାଝୀ, ସଭାପତି ଚକ୍ରଧର ବେହେରା ତଥା ଅନେକ ଆଦିବାସୀ ଉପସ୍ଥିତ ରହିଥିବା ବେଳେ ମାଟି ମା ବା ଧରଣୀ ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଯାମଦା ଥାନା ! ଅହି ଦଂଶନରେ ଯୁବକ ମୃତ

Sunil Chandra Nayak

ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ-୨୦୨୫ ଅନୁଷ୍ଠିତ  ସମୁଦାୟ ୫୧ ଲକ୍ଷ ଚାଷୀ ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପାଇଲେ

masiha

୧୪ ତମ ଆଦିବାସୀ କାର୍ଯକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା

Sunil Chandra Nayak

Leave a Comment

error: Content is protected !!