ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଉଁଟ ସମାଜର ଆଞ୍ଚଳିକ କମିଟି ଗଠିତ

କେଉଁଟ ସମାଜର ଆଞ୍ଚଳିକ କମିଟି ଗଠିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଦେଇପାଲି ତେଲନଦୀ ସେବାଶ୍ରମ ଠାରେ ସଭା ସଭାପତି ଦାମ୍ବୋଦର ନାଏକଙ୍କ ତତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ନିଖିଳ ଓଡ଼ିଶା କେଉଁଟ କୈବର୍ତ୍ତ ମହାସଭା ତରଫରୁ ତେରେସିଂହା ନାଏକ ଅଞ୍ଚଳର ଆଞ୍ଚଳିକ କମିଟି ଗଠନ କରାଯାଇଥିଲା l ସଭାପତି ଭାବେ ହୃଦାନନ୍ଦ ମଲ୍ଲିକ ମନୋନୀତ ହୋଇଥିବା ବେଳେ ସଂପାଦକ ସପ୍ତରୁଷି ମଲ୍ଲିକ ଉପସଭାପତି ମଧୁସୂଦନ ମଲ୍ଲିକ ସହ ସଂପାଦକ ସୁଶାନ୍ତ ମଲ୍ଲିକ କୋଷାଧ୍ୟକ୍ଷ ଭାବେ ସନାତନ ନାଏକ ଚୟନ ହୋଇଛନ୍ତି l ଏହି ସଭାରେ ଅଞ୍ଚଳ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ ସାନଡୁଙ୍ଗୁରିଗୁଡା ଆଞ୍ଚଳିକ କମିଟି ସଂପାଦକ କିଶୋର ଚନ୍ଦ୍ର ନାଏକ ସମେତ ପ୍ରମୁଖ ସାମାଜିକ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l ସମାଜର ଉନ୍ନତି ଏବଂ ବିକାଶ ଦିଗରେ ଉପସ୍ଥିତ ଥିବା ସମସ୍ତ ଜାତି ଭାଇମାନେ ନିଜ ନିଜ ମତପ୍ରକାଶ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆତ୍ମ ସୁରକ୍ଷା ତାଲିମ୍ କର୍ମଶାଳା ଉଦଯାପିତ 

masiha

କୃଷକ ମେଳା 

masiha

ଲୋକନୃତ୍ୟ ଓ ପାରମ୍ପରିକ ବାଦ୍ୟର ତାଳରେ ପ୍ରକମ୍ପିତ ହେଲା ତପ୍ତପାଣି ମାନ୍ୟବର ରାଷ୍ଟ୍ରପତିଙ୍କ ସ୍ୱାଗତରେ ଝଲସି ଉଠିଲା ଗଞ୍ଜାମର ସମୃଦ୍ଧ ଲୋକକଳା ଓ ଆଦିବାସୀ ପରମ୍ପରା

Sunil Chandra Nayak

Leave a Comment

error: Content is protected !!