ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସାମ୍ବାଦିକ ସଂଘର ଜାତୀୟ ପ୍ରେସ ଦିବସ ପାଳିତ

ଜୁନାଗଡ଼ ସାମ୍ବାଦିକ ସଂଘର ଜାତୀୟ ପ୍ରେସ ଦିବସ ପାଳିତ

ଜୁନାଗଡ଼,୧୬/୧୧(ମନୀ ସ) ଜାତୀୟ ପ୍ରେସ ଦିବସ ଅବସରରେ ରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସାମ୍ବାଦିକ ସଂଘ ତରଫ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛ।ଏହି ଅବସରରର ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଭାପତି ଖଗେଶ୍ୱର ଧଙ୍ଗଡା ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ ଦିଗ ବିଷୟରେ ଆଲୋଚନା ହୋଇଥିଲା। ନିରପେକ୍ଷତା ବଜାୟ ରଖି ସାମ୍ବାଦିକ ବୃତ୍ତି ଜାରି ରଖିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ କରାଯାଇଥିଲା ଏହାପରେ ଜୁନଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ ଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ଗୋଷ୍ଠୀ କେନ୍ଦ୍ର ମେଡିକାଲ ଇନ ଚାର୍ଜ ଡ଼ଃ ଭଗବାନ ପଣ୍ଡା , ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ଼ ,ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ , ସମାଜ ସେବୀ ରାଜୁ ଅଗ୍ରବାଲ ,ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ଜୁନାଗଡ଼ ସମ୍ବାଦିକ ସଂଘ ସଭାପତି ଖଗେଶ୍ୱର ଧଙ୍ଗଡ଼ାମାଝୀ , ସମ୍ପାଦକ ରବି ଶଙ୍କର ସୁନାନୀ , ଉପସଭାପତି ସୁଂଦର ମୋହନ ଛାତ୍ରୀଆ , ଆଦିତ୍ୟ ମହାନ୍ତି , କୋଷାଧ୍ୟକ୍ଷ ରଜନୀ କାନ୍ତ ମିଶ୍ର , ଉପଦେଷ୍ଟା ନରେନ୍ଦ୍ର ଖିତି, ହିମାଂଶୁ ବରାଡ଼,ସନ୍ତୋଷ ସିଂଦେଓ,,ପ୍ରଭାକର ସେଠି, ଚମ୍ପକ ଅଗ୍ରବାଲ , , ଉପ କୋଷାଧ୍ୟକ୍ଷ ସୁନୀଲ କୁମାର ସିଂ,ବରିଷ୍ଠ ସାମ୍ବାଦିକ ପ୍ରବୀଣ ପଟ୍ଟନାୟକ, କୁମରମଣିଦୁର୍ଗା,ବ୍ୟୋମକେଶ ପୁରୋହିତ ,ଭୋକର୍ଦ୍ଧନ ଧଙ୍ଗଡ଼ା ମାଝୀ,ରୋହିତ ବାଗ ଙ୍କ ସମେତ ଜୁନାଗଡ଼ ସାମ୍ବାଦିକ ସଂଘ ର ସମସ୍ତ କର୍ମକର୍ତା ଯୋଗ ଦେଇ କାର୍ଯ୍ୟକ୍ରମ ସକ୍ରିୟ ସହଯୋଗ କରିବା ସହ ଫଳ ବଣ୍ଟନ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜାତିଆଣ ଆକ୍ଷେପ ଓ ଦଳିତ କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତକୁ ୨ ବର୍ଷ ଜେଲ ଦଣ୍ଡାଦେଶ

masiha

ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ୨୦୨୫ ଆୟୋଜିତ

masiha

ଖଡଖାଇ ସାହିତ୍ୟ ସଂସଦ, ରାଇରଙ୍ଗପୁର ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳାକୁମାରୀ ସାବତଙ୍କ ପୂଣ୍ଯତିଥି ପାଳିତ

masiha

Leave a Comment

error: Content is protected !!