ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିନ୍ତା ବଢ଼ାଉଛି ମୁକୁଳା ଟ୍ରାନ୍ସଫମର ,ଚିର ନିଦ୍ରାରେ ବିଦ୍ୟୁତ ବିଭାଗ 

ଚିନ୍ତା ବଢ଼ାଉଛି ମୁକୁଳା ଟ୍ରାନ୍ସଫମର ,ଚିର ନିଦ୍ରାରେ ବିଦ୍ୟୁତ ବିଭାଗ 

ମୟୂରଭଞ୍ଜ -୩୦/୧୧ // ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ପଂଚାୟତ ର କାକୁଡିରୁମା ବଡ଼ସାହି ଗ୍ରାମ ରେ ମୁକୁଳା ଟ୍ରାନ୍ସଫମର ବହୁ ଦିନ ହେଲା ରହିଛି lଏହି ଟ୍ରାନ୍ସଫମର ରୁ ବିଦ୍ୟୁତ ସଂଯଗ ହୋଇ କାକୁଡିରୁମା ର ଦୁଇ ସାହି ବଡ଼ସାହି ଏବଂ ଚଟାଣି ସାହି ବିଦ୍ୟୁତ ଯୋଗାଇ ଥାଏ l ଯେଉଁ ଖୁଣ୍ଟ ରେ ଟ୍ରାନ୍ସଫମ ଲାଗୁଚି ସେହି ଖୁଣ୍ଟ ମଧ୍ୟ୍ୟ କିଛି ଢଳି କି ଅଛି lକିନ୍ତୁ ଦୁଃଖ ର ବିଷୟ ଯେ ବହୁ ବର୍ଷ ହେବ ଏହି ଜାନଵସତି ପୂର୍ଣ୍ଣ ସ୍ଥାନ ରେ ବିପଦପୂର୍ଣ୍ଣ ଅବସ୍ଥା ରେ ଏକ ମୁକୁଳା ଟ୍ରାନ୍ସଫମର ରହିଛି l ଯାହାର ଚତୃପାର୍ଶ୍ୱ ରେ ନା ଅଛି କୌଣସି ବାରିକେଟ ର ବ୍ୟବସ୍ଥା l ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଜନସାଧାରଣ ଆଲୋଚନା ହେଉଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ସର୍ଗତ କଣ୍ଡକ୍ଟରଙ୍କ ପରିବାରଙ୍କୁ ସାହାଯ୍ୟ କଲା ଉପଖଣ୍ଡ କର୍ମଚାରୀ ସଂଘ

masiha

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କର ୧୩୬ ତମ ଜନ୍ମମହାମହୋତ୍ସବ ତଥା ରାଇରଙ୍ଗପୁର ସତସଙ୍ଗ ବିହାରର ବାର୍ଷିକ ଉତ୍ସବ

masiha

ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ବାର୍ଷିକୋତ୍ସବ ସଂପନ୍ନ

Sunil Chandra Nayak

Leave a Comment

error: Content is protected !!