ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚିଲକପୁର ରେଲଷ୍ମୀ ପୂଜା କଳସ ଶୋଭାଯାତ୍ରା

ଚିଲକପୁର ରେ ଲଷ୍ମୀ ପୂଜା କଳସ ଶୋଭାଯାତ୍ରା

ଜୁନାଗଡ଼ ୯/୧୨ ( ମନୀସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲକପୁର ଗ୍ରାମରେ ଆଜି ଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ମାଣବସା ଗୁରୁବାର ପୂଜା ଉପଲକ୍ଷେ ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା ।ଏଥିରେ ଶତାଧିକ ମହିଳା ପୁରୁଷ ଏକ ତ୍ରିତ ହୋଇ ଘଣ୍ଟ ବାଦ୍ୟ ଓ ସଂକୀର୍ତ୍ତନ ର ତାଳେ ତାଳେ କଳସ ଯାତ୍ରା ବାହାରି ନିକଟସ୍ଥ ହାତୀ ନଦୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ ।ଏଥିରେ କର୍ତ୍ତା ଭାବେ ସରୋଜ ପ୍ରହରାଜ ଏବଂ ତାଙ୍କ ପତ୍ନୀ ସବିତା ପ୍ରହରାଜ ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ମୁଖ୍ୟ ପୂଜକ ଭାବେ ବଲ୍ଲଭ ମୁଣ୍ଡ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଏଥିରେ ଆୟୋଜକ କମିଟିର ସଭାପତି ପ୍ରହଲ୍ଲାଦ ନିଆଲ ,ଉପ ସଭାପତି ଯୁଗ ଗହୀର ,ସମ୍ପାଦକ ଭକ୍ତ ଚରଣ ନ।ଏକ ,ସହ ସମ୍ପାଦକ ଉପେନ୍ଦ୍ର କୁମାର ,କୋଷ।ଧକ୍ଷ ଜଗଦୀଶ ଗହୀର ଏବଂ ସହ କୋଷ।ଧକ୍ଷ ଜଗନ୍ନାଥ ଭଏ ସାଲ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ପଞ୍ଚମ ସାମ୍ବତ୍ସରିକ ନାମଯଜ୍ଞ ତିନି ଦିନ ରେ ହେଲା ପୂର୍ଣ୍ଣାହୁତି

ଧରାକୋଟ ରେ ରାମ ଚରିତ ମାନସ

masiha

ରାଇରଙ୍ଗପୁର ପ୍ରସିଦ୍ଧ ୩୩ ତମ ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିରରେ ରଥକାଠ ଅନୁକୂଳ

Sunil Chandra Nayak

Leave a Comment

error: Content is protected !!