ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧର୍ମଗଡ ପୋଲିସ କୁ ସଫଳତା , ୧୩ ଚୋରି ବାଇକ୍ ଜବତ, ଜଣେ ଅଭିଯୁକ୍ତ ଗିରଫ

ଧର୍ମଗଡ ପୋଲିସ କୁ ସଫଳତା , ୧୩ ଚୋରି ବାଇକ୍ ଜବତ, ଜଣେ ଅଭିଯୁକ୍ତ ଗିରଫ

କଳାହାଣ୍ଡି ଜିଲ୍ଲାରୁ ୧୩ ଚୋରି ବାଇକ୍ ଉଦ୍ଧାର ସହିତ ଜଣେ ଅଭିଯୁକ୍ତ କୁ ପୁଲିସ ଗିରଫ କରିଛି।

 ଅଭିଯୁକ୍ତ ହେଲେ ଜୁନାଗଡ଼ ଥାନା ନକଟିଗୁଡା ଗାଁ ର ସୁମନ୍ତ ନାଏକ l ବିଭିନ୍ନ ସମୟ ରେ ଜାନିଯାତ୍ରା ସମୟ ରେ ଧର୍ମଗଡ ଉପଖଣ୍ଡ ଅଞ୍ଚଳ ରୁ ବିଭିନ୍ନ ପ୍ରକାର ଗାଡ଼ି ଚୋରି ହେଉଥିବା ନେଇ ଧର୍ମଗଡ ଥାନା ବିରାମାଲ ଗାଁ ର ଆଶିଷ କୁମାର ନାଏକ ଦେଇଥିବା ଅଭିଯୋଗ କୁ ଭିତ୍ତି କରି ପୋଲିସ ଏକ ମମାଲା ରୁଜୁ କରିବା ସହ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ ବେହେରା ଓ ଧର୍ମଗଡ଼ ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରା ଯାଇ ବିଭିନ୍ନ ସ୍ଥାନ ରୁ ୧୩ ମଟର ସାଇକେଲ ଉଦ୍ଧାର କରିଥିଲେ l ଉଦ୍ଧାର ଗାଡ଼ି ଗୁଡ଼ିକ କୁ ଅଭିଯୁକ୍ତ ମାନେ ବିକ୍ରି ଓ ବନ୍ଧକ ଦେଉଥିଲେ ଓ ଗିରଫ ଅଭିଯୁକ୍ତ ସୁଦର୍ଶନ ନିଜେ ୬ଗୋଟି ଗାଡ଼ି ଚୋରି କରିଥିବା ସ୍ବୀକାର କରି ଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିବା ସହ ତଦନ୍ତ ମଧ୍ୟ ଚାଲିଛି ବୋଲି ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବେଆଇନ ଭାବେ ଚାଲିଥିବା ବିଦେଶୀ ମଦ କୋଠି ଉପରେ ଦଶପୁର ଫାଣ୍ଡିର ଚଢ଼ାଉ , ୩୫୫ ଖଣ୍ଡ ବୋତଲର ସମୁଦାୟ ୧୭୫ ଲିଟର ମଦ ଜବତ , ମଦ ବେପାରୀଙ୍କୁ କୋର୍ଟ ଚାଲାଣ 

Sunil Chandra Nayak

ସଇତାନ ସାଜିଲା ସ୍ବାମୀ….. ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ଜମିରେ ପୋତିଦେଲା

Sunil Chandra Nayak

ପୁଅ ପରିବହନ ଓ ପୋଲିସ ହାତରେ ପଡିବାରୁ କୋଟଗଡ଼ ବିଡ଼ିଓ ୨୫ ହଜାର ଟଙ୍କା ତଣ୍ଡ ଗଣିଲେ 

Sunil Chandra Nayak

Leave a Comment

error: Content is protected !!