ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ଉଜାଡି ଦେଲା ଚାଷୀର ସୁନାର ଫସଲ

ହାତୀ ଉଜାଡି ଦେଲା ଚାଷୀର ସୁନାର ଫସଲ 

କାମାକ୍ଷାନଗର (ମନିସ )14/12/24 // ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଡେହେଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଅଳାଁକଟା ଗ୍ରାମରେ ହାତୀ ଉତୁପାତ ଯୋଗୁଁ ଅଳାଁକଟା ଗ୍ରାମରେ ବାଙ୍କନିଧି ଖିଲାରର ଉଜାଡିଦେଲା ସୁନାର ଫସଲ ! ଦେଖିବାକୁ ମିଳିଛି ଧାନ, କଖାରୁ, ଫୁଲକୋବି, ଘର ଭାଙ୍ଗିବା ଆଦି ବିଭିନ୍ନ ଜାଗାରୁ ଧାନ ଖାଇଗଲେ ହାତୀ ପଲ , ଚାଷୀର କୋହ ଆଖିରେ ଲୋହ ହୋଇ ବୋହି ଯାଉଛି,ସୂଚନା ଅନୂଯାଇ ଅଳାଁକଟା, ଗ୍ରାମର ବାଙ୍କନିଧି ଖିଲାର,ଦୟାନିଧି ବେହେରା,ଘିନା ସାହୁ, ଙ୍କର ଖାଇଗଲେ ହାତୀ ପଲ, ବୋଝ ଉପରେ ଲଲିତା ବିଡା ନିରୀହ ଚାଷୀଙ୍କ ଉପରେ ଏଥିପ୍ରତି ବନ ବିଭାଗର କେଉଁ ଦିନ ନିଦ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଷାକ୍ତ ସାପ କାମୁଡାରେ ନାବାଳିକା ମୃତ

masiha

ଡିଏଭି ବିଦ୍ୟାଳୟ ରେ ଉତ୍ସବ 

masiha

Waltair Division to Set Up Assistance Booths for Divyangjan at Major Stations

Sunil Chandra Nayak

Leave a Comment

error: Content is protected !!